” ସୁଭଦ୍ରା :ଓଡ଼ିଶାର ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ଛଳନା “

"ଓଡ଼ିଶାର ବିଜେପି ସରକାର ଆମର ନିରୀହ ମା’ ଭଉଣୀମାନଙ୍କୁ ୨୭ ଟଙ୍କା ଦେଇ ତାଙ୍କ ଭୋଟ ଲୁଟି ସେମାନଙ୍କୁ ପ୍ରତାରିତ କରିଛି । ଓଡ଼ିଶାର ଗଳି, କନ୍ଦି, ସାହି, ପଡ଼ା, ବସ୍ତିର ସବୁ ମା’ ଭଉଣୀ ମାନଙ୍କୁ ଉଭୟ ଆହ୍ୱାନ ଦେଇଥିଲେ କି ଭାରତୀୟ ଜନତାପାର୍ଟି ପ୍ରତିଶ୍ରୁତି ଦେଇଥିବା ୫୦ ହଜାର ଟଙ୍କା…

+୩ ନାମଲେଖା ପ୍ରକିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ, ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହେବେ: ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର, (୨୪/୦୮) : ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ଵିତୀୟ ପର୍ଯ୍ୟାୟ…

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଜାତୀୟ ମହାକାଶ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

 https://youtu.be/ruuznnu6UjU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପଖଣ୍ଡ ବେତାଗୁଡ଼ା ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ "ଜାତୀୟ ମହାକାଶ ଦିବସ" ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ…

ଉତ୍କଳ ଆଲୁମିନାରେ ରକ୍ତଦାନ ଶିବିର

ଟିକିରି/ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ତାହାର ସିଏସ୍‍ଆର ପ୍ରୟାସ ଅଧୀନରେ ସଫଳତାର ସହିତ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା, ଯାହା ଉଲ୍ଲେଖନୀୟ ଭାବରେ ସଫଳ ହେବା ସହିତ ସେଥିରେ…

ପ୍ରଧାନମନ୍ତ୍ରୀ ଜନମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପିଏମ ଜନମନ ପରିଯୋଜନାରେ ଉପକୃତ ହେବେ 136 ଗ୍ରାମ ବାସିନ୍ଦା ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ବିକାଶ ପାଇଁ ଲକ୍ଷ ରଖାଯାଇଛି l ଏହି ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ…

ଶିକ୍ଷକ ନେତା ତଥା ସାମ୍ବାଦିକ ସୁନୀଲ ଦାଶଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମରଣିକା ଉନ୍ମୋଚନ l

ସୁନୀଲ ମେମୋରିଆଲ୍ ଚାରିଟେବଲ୍ ଫାଉଣ୍ଡେସନ୍ ର ହେଲା ଶୁଭ ଉଦ୍ଘାଟନ l ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ସୁନୀଲ କୁମାର ଦାଶ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବା ସହ…

ହିଣ୍ଡାଲକୋ ପ୍ରଚଳନ କଲା ‘ସ୍ମାର୍ଟ ଅଙ୍ଗନବାଡି’

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଫ୍ଲାଗ୍‍ସିପ୍‍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓଡ଼ିଶାର ସମ୍ବଲପୁରଜିଲ୍ଲାର ହୀରାକୁଦ ଅଞ୍ଚଳରେ ଥିବା ସମସ୍ତ ୧୬ଟି ଅଙ୍ଗନବାଡି କେନ୍ଦ୍ରରେ ସ୍ମାର୍ଟ ଅଙ୍ଗନବାଡି (ଶିଶୁ ବାଟିକା) ପ୍ରକଳ୍ପ ଶୁଭାରମ୍ଭ କରିଛି । ହିଣ୍ଡାଲ୍‍କୋର…

ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ନେଇ ଏକ ପ୍ରସ୍ତୁତି ବୈଠକ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସ୍ୱଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଉପ ଜିଲ୍ଲାପାଳ କୀରଣ ଦୀପ କୌର ଅଧ୍ୟକ୍ଷତା କରି କହିଥିଲେ ଯେ, ଆଗାମୀ ପାର୍ବଣ ଋତୁରେ ବହୁ ମାତ୍ରାରେ…

ସହକାରୀ ଉପ ବିଭାଗୀୟ ଅଧିକାରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସହକାରୀ ଉପ ବିଭାଗୀୟ ଅଧିକାରୀମାନେ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜିରାଙ୍ଗର ବୁଦ୍ଧିଷ୍ଠ ମନ୍ଦିର , ଖସଡ଼ା , ଗଣ୍ଡାହତୀ ଦର୍ଶନୀୟ ସ୍ଥାନ ବୁଲି ପରିଦର୍ଶନ କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସରକାରଙ୍କ ଦ୍ୱାରା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥ ଶୁଭାରମ୍ଭ

https://youtu.be/754USUeMXR4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ରଥ…