ଜେଲ ଉପରେ ପୋଲିସର ଚଢ଼ାଉ

ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ ଜିଲ୍ଲାର ମୁଖ୍ୟ କାରାଗାର ସମେତ ଜିଲ୍ଲାର ଉପ କାରାଗାର ରଣପୁର, ଦଶପଲ୍ଲା, ଖଣ୍ଡପଡା 4 ଜେଲରେ ବଡ଼ ଧରଣର ଚଢ଼ଉ ଆଜି ଭୋର ସମୟରୁ ହୋଇଥିଲା l ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ସୂଚନା ମିଳିବା ପରେ ନୟାଗଡ଼ ଏସପି…

ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଦରକାର

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ବିଳମ୍ୱ ରେ ହେଲେ ମଧ୍ୟ କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ କୁ ଅନୁମୋଦନ କରାଯାଇଛି ଯାହାକୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ କରାଯାଉଅଛି କିନ୍ତୁ ମାନ୍ୟବର…

ସୁଶାସନ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି :ଉନ୍ନୟନ ଆୟୁକ୍ତ…

୨୦୨୩ ବ୍ୟାଚ୍ ଭାରତୀୟ ପରିସଂଖ୍ୟାନ ସେବା ଅଧିକାରୀ ଶିକ୍ଷାନବିଶମାନଙ୍କ ଉନ୍ନୟନ କମିଶନରଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଭୁବନେଶ୍ୱର :ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଯୋଜନା ପ୍ରୟୋଗିକ ଅର୍ଥନୀତି ଓ ପରିସଂଖ୍ୟାନ ପ୍ରତିଷ୍ଠାନ(ଆରଆଇପିଏଇଏସ)ରେ ଚଳିତ ଅଗଷ୍ଟ ମାସ୨୦ରୁ୨୩ ତାରିଖ ପର୍ଯ୍ୟନ୍ତ୪ଦିନ…

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ

ଗୋଆର ମାନ୍ୟବର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କ ଦ୍ବାରା ଏହି ପୁରସ୍କୃତ ଭୁବନେଶ୍ଵର -ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ଜିତି…

ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବୁଝାମଣା; ଉଦ୍ଦେଶ୍ୟମୂଳକ ଭାବେ ଦଣ୍ଡ ଦେଇନଥିବା…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ଶିକ୍ଷକ ଶ୍ରୀ ଗୌଡ଼ ଏବଂ ଅଭିଭାବକଙ୍କ ମଧ୍ୟରେ ବୁଝାମଣା ହୋଇଛି I ଆଜି ଏନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ…

ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ ।

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲାର ସାରସ କଣା ବ୍ଲକ ସ୍ଥିତ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବାଯୋଜନା ଶାଖା ଦ୍ୱାରା ପୋଷ୍ୟଗ୍ରାମ ଧାନଘେରି ନୂଆ ପୋଖରୀ ବନ୍ଧ ଠାରେ ୧୨ ଗୋଟି ବର ଓ ଅଶ୍ୱସ୍ତ ବୃକ୍ଷ,ଧାନଘେରି ପ୍ରାଥମିକ ବିଦ୍ୟାଳୟ ସମେତ କଲେଜ…

‘ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର’ : ମନ୍ତ୍ରୀ ଶ୍ରୀ ଗଣ୍ଡ

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ ଭୁବନେଶ୍ୱର, ୨୪/୦୮/୨୦୨୪: ସ୍ୱାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡ଼ାହାଣ୍ଡିର ତୁରୀ ନଦୀଠାରେ ବ୍ରିଟିଶ ପୋଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡ ଯୋଗୁଁ ପ୍ରାୟ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ନଦୀକୁ ଡେଇଁ ପ୍ରାଣ ହରାଇଥିବାବେଳେ ଅନେକ ସଂଗ୍ରାମୀ…

ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ OUATର ବହୁତ ବଡ ଅବଦାନ ଅଛି

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ପନିପରିବା, ମାଛ ଓ ତୈଳବୀଜ ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ 58ଟି ସବଡିଭିଜନରେ ଶୀତଲଭଣ୍ଡାର…

ଜାମ୍ମୁ ଓ କାଶ୍ମୀର ନିର୍ବାଚନ ଉପଲକ୍ଷେ କଂଗ୍ରେସ ଓ ତାର ସହଯୋଗୀ ଏନସିର ନିର୍ବାଚନ ପ୍ରତିଶୃତି ପ୍ରସଙ୍ଗରେ ଓଡିଶା…

ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାହୁଲ ଗାନ୍ଧୀ : ଶ୍ରୀ ମାଝୀ ଭୁବନେଶ୍ୱର: “ଜଳ ବିନା ମାଛ – କ୍ଷମତା ବିନା କଂଗ୍ରେସ ଦଳ” ! କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ…

ବ୍ରାଜିଲର ରିଓଜେନେରିଓରେ ଅନୁଷ୍ଠିତ ୱାଇ-୨୦ ସମ୍ମିଳନୀ: ଯୋଗଦେଲେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା

କ୍ଷୁଧା, ଦାରିଦ୍ର୍ର ଏବଂ ଅସମାନତା ଦୂରିକରଣରେ ଭାରତର ପଦକ୍ଷେପକୁ ପ୍ରଶଂସା: ଅର୍ପିତା ଅପରାଜିତା ବଡଜେନା  ବ୍ରାଜିଲ ୱାଇ-୨୦ ସମ୍ମିଳନୀରେ ମୋଦିଜୀଙ୍କୁ ପ୍ରଶଂସା  ୨୭ଟି ଦେଶର ପ୍ରତିନିଧି ଏକତ୍ରିତ ହୋଇ “ଗ୍ଲୋବାଲ ଚ୍ୟାଲେଞ୍ଜ ଓ ଅପରଚ୍ୟୁନିଟି” ଶୀର୍ଷକ ବିଷୟ ବସ୍ତୁ ଉପରେ…