“ସ୍ଵଚ୍ଛତା ହିଁ ସେବା” ପକ୍ଷ ପାଳନ ର ସଫଳ ଆୟୋଜନ ନିମନ୍ତେ ନୂଆପଡା ରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ନୂଆପଡା ଜିଲ୍ଲା ରୁ କଳିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ):ଏବେ ସମଗ୍ର ଦେଶରେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ସ୍ଵଚ୍ଛତା ହିଁ ସେବା ପକ୍ଷ ପାଳନ କରାଯିବ | ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ଗ୍ରାମ୍ୟ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ…

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲରେ ହିନ୍ଦୀ ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଆଜି ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି. ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ଵେବର୍ତ୍ତା ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ର ଭାଷା ହିନ୍ଦୀର ମହତ୍ୱ ଉପରେ…

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୧୨,୯୦୩ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୧,୦୪,୮୦,୭୦୫ ଟଙ୍କା…

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା. ୧୪/୦୯-ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ର ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ,…

ପ୍ରସିଦ୍ଧ ବେଲଗୁଣ୍ଠା ସାମୁହିକ ଗଣେଶ ଭସାଣି ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ।

ବେଲଗୁଣ୍ଠା -(ଶିବରାମଚୌଧୁରୀ )-ବେଲଗୁଣ୍ଠାର ପ୍ରସିଦ୍ଧ ସାମୁହିକ ଶ୍ରୀ ଗଣେଶ ପୁଜା ଭସାଣି ମହୋତ୍ସବ ଶାନ୍ତିଶୃଙ୍ଖଳା ଓ ଉତ୍ସାହ ଉଦ୍ଦୀପନାର ସହିତ ସମାପ୍ତ ହୋଇଛିଯାଇଛି । ଏହାକୁ ଦେଖିବାକୁ ପ୍ରାୟ 15000 ରୁ ଉର୍ଦ୍ଧ ସ୍ରଢାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା । ଶୁକ୍ରବାର ସନ୍ଧ୍ୟା ୭ ଟା…

ଭଟଲି ଦଧିବାମନ ମହାବିଦ୍ୟାଳୟ ରେ ସୁଭଦ୍ରା: ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭଟଲି :- ଭଟଲି ଦଧିବାମନ ମହାବିଦ୍ୟାଳୟ ରେ "ସୁଭଦ୍ରା: ମହିଳା ସଶକ୍ତିକରଣ" କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ଅନୁମତିକ୍ରମେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକଙ୍କ ସଂଯୋଜନାରେ "ମହିଳା ସଶକ୍ତିକରଣ ଓ ସୁଭଦ୍ରା ଯୋଜନା" ବିଷୟକୁ କେନ୍ଦ୍ର…

ପ୍ରାଥମିକ ସହାୟତା ପ୍ରଶିକ୍ଷଣ ନିମନ୍ତେ ରାଜ୍ୟସ୍ତରୀୟ ପୁରସ୍କାର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଆଙ୍କୁଶପୁର ନିବାସୀ ବି ଗୋବିନ୍ଦ ରାଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଦେଇ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି |ଭୁବନେଶ୍ୱର…

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁର, ୧୪/୦୯/୨୦୨୪/ଅଶୋକ ସାହୁ, ଶାସକ ପ୍ରଶାସକ:  ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ…

ଗଜପତି ରେ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର ଦିନ) ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ…

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଭାଗର ସ୍ବାଗତ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର :- ଅଞ୍ଚଳ ମହାବିଦ୍ୟାଳୟ ର ସ୍ମାର୍ଟ ରୁମ୍ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଶ୍ରେଣୀର ତୃତୀୟ ଏବଂ ଦିତ୍ଵୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ମୁଖ୍ୟ ଶ୍ରୀମାନ ଲଳିତ…

ଅତିଥି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ।

ପଦ୍ମପୁର :- ସ୍ଥାନୀୟ ଟାଉନ୍ ହାଇସ୍କୁଲ ପଦ୍ମପୁର ପରିସର ମଧ୍ୟରେ ବ୍ଲକ୍ ଓଷ୍ଟା ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ୪ଟି ବ୍ଲକ୍ ଯଥା ରାଜବୋଡ଼ା ସମ୍ବର, ଝାରବନ୍ଧ, ପାଇକମାଲ ଓ ଗାଇସିଲେଟ ର ଅତିଥି ଶିକ୍ଷକ ମାନଙ୍କର ମାର୍ଚ୍ଚ ୨୦୨୩ ଓ ଗତ ବର୍ଷର ୭…