ନବରଙ୍ଗପୁର ଠାରେ ନୂତନ ଉନ୍ନତ ଅଭିଳାଷ ( ନୁଆ) ଓଡ଼ିଶା ଅନ୍ତର୍ଗତ କର୍ମଶାଳା ଓ ତାଲିମ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ

ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ:  ଆଜି ସ୍ଥାନୀୟ ଡି ପି ଆର୍ ସି ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଉପସ୍ଥିତି ରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ତରଫରୁ ନୂତନ ଭାବେ ଆରମ୍ବ ହୋଇଥିବା "ନୂତନ ଉନ୍ନତ ଅଭିଳାଷ" ଯୋଜନା ଅନ୍ତର୍ଗତ ଏକ…

ରାୟଗଡା ଚଇତି ଅବସରରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

ରାୟଗଡ଼ା ତା:୨୦-୧୨-୨୦୨୪:ଚଇତି ୨୦୨୪ ଅବସରରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆନ୍ତ-ମହାବିଦ୍ୟାଳୟ ସ୍ତରୀୟ ଚଇତି ପାଳନ ଅବସରରେ ଏହାକୁ ସାମିଲ କରାଯାଇଛି।…

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା : ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର, ଡିସେମ୍ବର ୨୦: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା । ସେତେବେଳକୁ ଖେଳର ପ୍ରାୟ ଦୁଇ - ତୃତୀୟାଂଶ ବାକୀ ଅଛି । ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ…

ସହିଦ୍ ନଗର ଠାରେ ଡିଭାଇନ୍ ଭୋଗ୍ ଫ୍ଯାମିଲୀ ସେଲୋନ୍ ଉଦ୍ଘାଟିତ

ଭୁବନେଶ୍ୱର : ସହିଦ୍ ନଗର ଠାରେ ଡିଭାଇନ୍ ଭୋଗ୍ ନାମକ ଏକ ଫ୍ଯାମିଲୀ ସେଲୋନ୍ ଉଦ୍ଘାଟିତ ହୋଇଯାଇଛି। ସେଲୋନ୍ ର ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଅଭିନେତା ଓ ବିଧାୟକ, ଦିଗପହଣ୍ଡି, ଶ୍ରୀମତୀ ସୁଲୋଚନା ଦାସ ମେୟର, ଭୁବନେଶ୍ୱର ନଗର ନିଗମ ଓ ଶ୍ରୀଯୁକ୍ତ…

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

 ରାହୁଲ ଗାନ୍ଧୀ ଓଡ଼ିଶାର ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା ମାଗନ୍ତୁ  ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ଜଣେ ବରିଷ୍ଠ ସାଂସଦଙ୍କୁ ରକ୍ତାକ୍ତ କରି ସଂସଦରେ ଯେଉଁ ରକ୍ତର ଛିଟା ପକାଇଲେ ଇତିହାସରେ ଲିପିବଦ୍ଧ ହୋଇ ରହିବ  ବିଜେପି ଯୁବମୋର୍ଚ୍ଚା କର୍ମୀ…

ଇଡିତାଲ୍ ଚଇତି ଅବସରରେ ମାରାଥନ୍ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଇଡିତାଲ୍ ଚଇତି ଅବସରରେ ମିନିମାରାଥନ୍ଅନୁଷ୍ଠିତ ଯାଇଛି | ଏହି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଗୁଣପୁର ଜି.ଆ.ଇ.ଟି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପଡିଆ ଚଇତି ମଣ୍ଡପ କୁ ପ୍ରତିଯୋଗୀ…

କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ

ରାୟଗଡ଼ା,କଲ୍ୟାଣସିଂହପୁର ୧୯/୧୨:  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଥରେ ବ୍ଳକ ସ୍ତରୀୟ ଚଇତି ଚଇତି ମହୋତ୍ସବ ୨୦୨୪ ମହା ଧୁମ୍ ଧାମରେ ପାଳନ ହୋଇ ଯାଇଛି। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ଯାତ୍ରା ହୋଇ ଚଇତି ମଣ୍ଡପ ରେ ପହଞ୍ଚି…

ଡଃ ବିସିକେଶନ ବାଗ ଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା

କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ ଆଜି ପୂର୍ବତନ ପ୍ରଧାନଶିକ୍ଷକ ଡଃ ବିସିକେଶନ ବାଗ ଙ୍କୁ ଅଞ୍ଚଳବାସୀ ସମେତ ବିଦ୍ୟାଳୟ କର୍ମଚାରୀ ଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।ଡଃ ବିସିକେଶନ ବାଗ ୨୦୧୮ ସେପ୍ଟେମ୍ବର…

ବରିଷ୍ଠ ନାଗରିକ ସଂଘ ବିଜେପୁର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ବିଜେପୁର

 ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ବୃଦ୍ଧା ଶ୍ରମ ଠାରେ ଆଜି ବରିଷ୍ଠ ନାଗରିକ ସଂଘ ବିଜେପୁର ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳୀର…

ସାଂସଦ ଙ୍କ ଆହତ ନେଇ ବିଜେପି ର ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଗୁରୁବାର ସଂଧ୍ୟା ସମୟ ରେ ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କ ପକ୍ଷ ରୁ ରାହୁଲ ଗାନ୍ଧୀ ଙ୍କ ବିରୋଧ ରେ ଏକ ଶୋଭାଯାତ୍ରା କରିବା ସହ କୁଶ ପୁତ୍ତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧିଙ୍କ ଧକ୍କାରେ ଜଣେ ସାଂସଦ ଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ…