ନିଷ୍ଠାପର ସେବା ହିଁ ପ୍ରକୃତ ଧର୍ମ
ବାଣପୁର:(ସେକ୍ କୌସର):- ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଏସପି କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପରମାର ସ୍ମିତ ପୁରୁଷୋତ୍ତମଦାସ ଗୃହରକ୍ଷୀ ବିଦ୍ୟାଧର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲିଡିହ ଗ୍ରାମର ୧୯୬୬ ମସିହାରେ!-->!-->!-->…