ସଂସଦ ଆଦର୍ଶ ଗ୍ରାମ ଯୋଜନା ବୈଠକ ଅନୁଷ୍ଠିତ l
ଖୋର୍ଦ୍ଧା -: ସାଂସଦ ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କିତ ଏକ ବୈଠକ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହା ଏକ ଗ୍ରାମୀଣ ଉନ୍ନୟନ ଯୋଜନା ଯେଉଁଥିରେ ସଂସଦୀୟ ଆଦର୍ଶ…