ଧଳାବାଡ଼ି ଦୃଷ୍ଟିବାଧିତଙ୍କ ସ୍ଵାଧୀନତାର ପ୍ରତୀକ

ଭୁବନେଶ୍ୱର: ଏକ ପୂର୍ଣ୍ଣାଙ୍ଗ ସମାଜ ଗଠନ କରିବା ନିମନ୍ତେ ଧଳାବାଡ଼ି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ସମାଜରେ ଆତ୍ମନିର୍ଭରଶୀଳ କରିବା ପାଇଁ ଧଳାବାଡି ର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଧଳାବାଡ଼ି ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରାଇ ସମାଜରେ ଜଣେ…

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ବିଜେପୁର,ସୁଶାନ୍ତ ସାହୁ (ଶାସକ ପ୍ରଶାସକ ): ବିଜେପୁର ବ୍ଲକ ଆହାର କେନ୍ଦ୍ର, ଅନାଥ ଆଶ୍ରମ ଓ ବିଭିନ୍ନ ଜାଗାକୁ ଯାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପଞ୍ଜାବ ନ୍ୟାସନାଲ  ବ୍ୟାଙ୍କ ଅଧିକାରୀ ଶ୍ରୀ ଅନୁପ ସାହୁ l ଅନୁପ ସାହୁଙ୍କ ସୁପୁତ୍ର ରିଭାଂଶ ସାହୁଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଅନାଥ…

ବିଜେପିର ସକ୍ରୀୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର/ ଭୁବନେଶ୍ୱର, ତା.୧୪.୧୦.୨୦୨୪: ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରୀୟ ସଦସ୍ୟତା କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ -୨ର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ଅକ୍ଟୋବର ୧୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫୁଲନଖରା ସ୍ଥିତ ଦ୍ୱିତୀୟ ମେଡିକାଲ କଲେଜ - ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ୍ ୨)- ର ପ୍ରଥମ ବ୍ୟାଚ୍ ୧୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କୁ ନେଇ ସୋମବାର ଏକ…

ନୂଆଦିଲ୍ଲୀରେ ଇଣ୍ଡିଆ ଲିଡରସିପ୍ ସମ୍ମିଟ – ୨୦୨୪ରେ କେନ୍ଦ୍ରମନ୍ତ୍ରୀ

ବିଶ୍ୱ ଅର୍ଥନୀତିର ଗ୍ରୋଥ୍ ଇଞ୍ଜିନ ହେବ ଭାରତ- ଧର୍ମେନ୍ଦ୍ର ପ୍ରଧାନ • ଆମେରିକା – ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫରୋମ ପକ୍ଷରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଇଣ୍ଡିଆ ଲିଡରସିପ ସମ୍ମିଟ -୨୦୨୪• ଜାତୀୟ ଶିକ୍ଷା ନୀତି ଦେଶର ଯୁବପିଢିଙ୍କୁ ବୈଶ୍ୱିକ ନାଗରିକରେ ପରିବର୍ତ୍ତନ କରିବ•…

୨ଦଫା ଦାବି ନେଇ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ମାନେ ବ୍ଲକ ଶିକ୍ଷାଅଧିକାରୀ ଅଫିସ ଶମ୍ବୁଖରେ ଧାରଣା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ସଦର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଶମ୍ବୁଖରେ ଧାରଣା ଆଜି ସକାଳ ୧୦ ଘଣ୍ଟା ସମୟ ଠାରୁ ବ୍ଲକ୍ ସଭାପତି ଦାମୋଦର ଚନ୍ଦନ ଓ ସଂପାଦକ ନିତ୍ୟାନନ୍ଦ ରଣା ଙ୍କ ନେତୃତ୍ବ ରେ ଶତାଧିକ ଶିକ୍ଷକ…

ବୋରଡ଼ା ମିଲକି ଅଞ୍ଚଳ ର ଦେବି ମା ଡୁକ୍ରିବୁଡିଙ୍କ ଛତର ଯାତ୍ରା

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଲାହାଣ୍ଡିର ଲୋକ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଅଭିଚାର ତନ୍ତ୍ର ଧାରାରେ ଉପାସିତ ଦେବାଦେବୀ ମାନଙ୍କ ଯଥେଷ୍ଟ ପ୍ରଭାବ ପରିଲକ୍ଷିତ ହୁଏ । ପ୍ରାଚୀନ ଭାରତୀ ଧର୍ମ ପରମ୍ପରାର ଅଭିଛେଦ ଅଙ୍ଗ ‘ଅଭିଚାର’ ତନ୍ତ୍ର ଆଜି ମଧ୍ୟ କଳାହାଣ୍ଡିରେ…

ବିରିଡ଼ି ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୧୪.୧୦.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ (ଭା ପ୍ର ସେ)ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜନସାଧାରଣଙ୍କ…

ଦଣ୍ଡପର୍ବ : ପ୍ରସ୍ତୁତି ପଥେ କୋକଲୁଣ୍ଡା

ବେଲଗୁଣ୍ଠା :-(ଶିବରାମଚୌଧୁରୀ )-:ଚୈତ୍ର ମାସରେ ପ୍ରସିଦ୍ଧ ଗଞ୍ଜାମର ଦଣ୍ଡପର୍ବ ପୁରପଲ୍ଲୀରେ ଦେଖିବାକୁ ମିଳେ l ମହାଦେବଙ୍କୁ ଆରାଧନା କରିବା ସହ ମା କାଳୀଙ୍କର ବିଭିନ୍ନ ପୂଜା ଵିଧି ଆୟୋଜନ ହୁଏ l ଦଶହରା ଜଗତଜନନୀ ମହାମାୟୀଙ୍କ ଶାରଦୀୟ ଦୁର୍ଗାପୂଜା ସମୟରରେ ଚୈତ୍ର ମାସ ସେହି ଦଣ୍ଡକାଳୀଙ୍କ…

ଖଲ୍ଲିକୋଟ ବାହୁତୀ ଠାକୁରାଣୀ ଙ୍କ ଭ୍ରମଣୀ ।

 (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):ଖଲ୍ଲିକୋଟ ଅଧିଷ୍ଠାତ୍ରୀ ଦେବୀ ମା ଵାହୁତୀ ଠାକୁରାଣୀ ଙ୍କ ମନ୍ଦିର ରେ ସପ୍ତମୀ ତିଥି ଠାରୁ ପର୍ବ ଆରମ୍ଭ ହୋଇ ଆଜି ନବମୀରେ ପର୍ବ ସମାପନ ହୋଇଥିଲା। ଏ ଅଵସରରେ ମା ଵାହୁତୀ ଠାକୁରାଣୀ ଙ୍କ ସୂର୍ଯ୍ୟ ପୂଜା ମନ୍ତ୍ର ସ୍ନାନ ଷୋଡ଼ଶ ଉପଚାର, ମଙ୍ଗଳ…