ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ବିଜେପୁର ର କ୍ଲିଣ୍ଟନ
ବିଜେପୁର :ସୁଶାନ୍ତ ସାହୁ- ବିଜେପୁର ର କ୍ଲିଣ୍ଟନ ସାହୁ ଓ.ପି.ଏସ ଇ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବାରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ବିଜେପୁର ସହର ସ୍ଥିତ ଜଣାଶୁଣା ଗଞ୍ଜେଇଭାଟି ଛକରେ ତାଙ୍କ ଘର l ମାତା:- ଗୈାରୀ ପାତ୍ର, ପିତା:- କିଶୋର ସାହୁଙ୍କ ସୁପୁତ୍ର…