ଅକ୍ଟୋବର ମାସରେ କମ ବର୍ଷା ଚାଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି

ବିଜେପୁର :-ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବରଗଡ଼ ଜିଲ୍ଲା ଗୋଟିଏ ପଟେ ଜଳସେଚିତ ହୋଇଥିବା ବେଳେ ଅନ୍ୟ ପଟେ ଚିର ମରୁଡି ଅଞ୍ଚଳ ଭାବେ ପରିଚିତ। ପ୍ରତେକ ତିନି ବର୍ଷ ଅନ୍ତରାଳରେ ବର୍ଷା ର ଅଭାବୀ କାରଣରୁ ଅଣ ଜଳସେଚିତ ଅଂଚଳରେ ମରୁଡି ପଡିଥାଏ। ଚଳିତ ବର୍ଷା ପ୍ରଥମେ ଦୁଇ ମାସ କମ ବର୍ଷା ହେବା…

ବେଲଗୁଣ୍ଠାରେ ବ୍ଳକ୍ ସ୍ତରୀୟ ସୁରଭି ; ମନ କିଣିଲା ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଘୁମୁସର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2024 ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ…

ପରଲୋକରେ ଶତାୟୁ ପୁରୁଷ ଗୌର ଚନ୍ଦ୍ର ପାଢ଼ୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମଙ୍ଗଳବାର ଭୋର ସକାଳେ ସ୍ଥାନୀୟ ଶାନ୍ତି ନଗର ଧର୍ମ ପରାୟଣ ଶତାୟୁ ପୁରୁଷ ୧୦୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି।ପାରଳାଖେମୁଣ୍ଡି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଗତକାଲି ସକାଳେ ଘରେ ବସିଥିବା ଅବସ୍ଥାରେ ଟଳି ପଡିବାରୁ ତାଙ୍କୁ ପ୍ରଥମେ ଗୁଣପୁର ଓ…

ପରିବେଶ ସୁରକ୍ଷା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନ ରାଲି

ରାୟଗଡ : ରାୟଗଡ ସହର ସାଇପ୍ରିୟା ନଗର ସ୍ଥିତ (ଏନଭିଆର) ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ନେଇ ଏକ ସଚେତନ ରାଲି ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡ ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକ କୁ ଅଧିକ ଗଛ ଲଗାଇବାର ଆବଶ୍ୟକ ରହିଛି । ବର୍ତମାନ ଅବାଧ୍ୟରେ ବୃକ୍ଷ କାଟୁଥିବା…

ଗୁଣପୁରରେ ସାମାଜିକ ନାଟକ “ସତଠୁ ସପନ ଅନେକ ଦୂର” ମଞ୍ଚସ୍ତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ କଳାକାରମାନଙ୍କୁ ନେଇ ବିବିଏନ ପୂଜାକମିଟି ଦ୍ୱାରା ମାଁ ଗଜଲକ୍ଷ୍ମୀ ପୂସାମାଜିକ ନାଟକ "ସତଠୁ ସପନ ଅନେକ ଦୂର"ଜା ଅବସରରେ ମହାନ ସାମାଜିକ ନାଟକ "ସତଠୁ ସପନ ଅନେକ ଦୂର" ମଞ୍ଚସ୍ଥ ହୋଇଥିଲା । ନୃସିଂହ ନାଥ ଶତପଥି ନିର୍ଦ୍ଦେଶକ ,ସୀତାରାମ ପାତ୍ର…

ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି (…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ବାତିଲ୍

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ଅକ୍ଟୋବର ୨୩-୨୫ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି । ଏଥିସହିତ ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ନେଇ ପ୍ରସ୍ତୁତି ବୈଠକ

ରାଜ୍ୟ ସରକାରଙ୍କ "ଶୂନ୍ୟ ମୃତୁ୍ୟ'ର ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକଙ୍କ ନିର୍ଦ୍ଦେଶ ଭୁବନେଶ୍ୱର,୨୨/୧୦/୨୦୨୪: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ସମ୍ଭାବ୍ୟ ବାତ୍ୟା "ଦାନା'ର ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ…

ଅଙ୍ଗନବାଡି କର୍ମୀ ଓ ସୁପରଭାଇଜାରମାନଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ

 ୩୨ଦିନିଆ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବେ ୧୪୦ ଅଙ୍ଗନବାଡୀ କର୍ମୀ ଓ ୨୫ ସୁପରଭାଇଜର  ପ୍ରତିଦିନ ସକାଳ ଯୋଗାଭ୍ୟାସ ସହ ବ୍ୟାୟମର ରହିଛି ସୁବିଧା ଭୁବନେଶ୍ୱର,୨୨/୧୦/୨୦୨୪: ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆଜି ଆରମ୍ଭ ହୋଇଯାଇଛି ସୁପରଭାଇଜର ଓ…

” ‘ଦାନା’ ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ”

ଭୁବନେଶ୍ୱର, ଅକ୍ଟୋବର ୨୨: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା…