୪ ଦିନ ହେଲା ହାତୀପଲଙ୍କ ଉପଦ୍ରବ, ବିଦ୍ୟୁତ୍ ସେବା ବିଚ୍ଛିନ୍ନ,
କବାଟ ଭାଙ୍ଗି ଭାତହାଣ୍ଡି ଟାଣିନେଲା ହାତୀ, ଅଳ୍ପକେ ବର୍ତ୍ତିଲେ ୬ ଜଣ
ଓଡ଼ଗାଁ, ୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କେନାଲ ଛକରୁ ବୁଢ଼ାବୁଢ଼ିଆଣୀ ଡ୍ୟାମ୍କୁ ଯାଇଥିବା ରାସ୍ତାର ନୂଆବନ୍ଧସାହି କେନାଲ ପଶ୍ଚିମ ପାର୍ଶ୍ୱରେ ଗତ ୪ ଦିନ ଧରି!-->!-->!-->…