ନିଷ୍ଠା ପରିବାର ର ୫୧ଦିନିଆ ରେଡଡ୍ରପ ଅଲଟ୍ରା ମାରାଥନ ଜାରୀ, ପୁଟୁରୁପାଲି ଛକ ରେ ରକ୍ତଦାନ ଶିବିର ୩୨ୟୁନିଟ ରକ୍ତ…
ବରପାଲି :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମ ପଞ୍ଚାୟତ ପୁଟୁରୁପାଲି ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ରେଡଡ୍ରପ ମାରାଥନ ର ତେୟାଳିଶ (୪୩) ଦିନରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବି ଶିବିର ଅନୁଷ୍ଠିତ ହୋଇଥିଲା । ଏହି…