ଅକ୍ଟୋବର ୮ ଓଡ଼ିଶା ବନ୍ଦକୁ ନେଇ ବିରୋଧୀ ଦଳଙ୍କ ସାମ୍ବାଦିକ ସମ୍ମିଳନୀ
MMDR ଆଇନ, SIR, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ
କଳାହାଣ୍ଡି/ଶାସକ ପ୍ରଶାସକ/ରୋହିତ କୁମାର ନାଏକ : ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ INDIA ବ୍ଲକ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି। MMDR ସଂଶୋଧନ ଆଇନ ପ୍ରତ୍ୟାହାର, SIR ପ୍ରକ୍ରିୟାକୁ!-->!-->!-->…