ରାୟଗଡ଼ ଜିଲ୍ଲା ଚଇତି ୨୪କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ ।

ରାୟଗଡା/୧୦/୧୨/୨୪: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୪’ ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ । ଚଇତି ପାଳନ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରତ୍ୟେକ୍ଷ ତାତା ବଧାନରେ ଚଇତି ମହୋତ୍ସବର ବିଭିନ୍ନ…

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,”ଛେଲୁ” ର ପିଡୀତା ପାଚିକା ଙ୍କୁ ସାହାଯ୍ୟ ର ହାତ

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଛେଲୁ :୧୦/୧୨, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଛେଲୁ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ତା ୫-୧୨-୨୪ ରିଖ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ରାନ୍ଧିବା ସମୟରେ ଏକଅଘଟଣ ଘଟିବା ନଜିର କୁ ଆସିଛି। ଖବର ନେବାରୁ ଜଣାପଡିଛି ଯେ, ପାଚିକା କୁମାରୀ ଗ ଉଡ…

ନବରଙ୍ଗପୁର ଜିଲ୍ଲା ମିଳିତ କ୍ରିୟାନୁଷ୍ଟାନ କମିଟିର ପ୍ରେସ ବିଜ୍ଞପ୍ତି ଜାରି ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ.

ବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ.: ଯୁବଛାତ୍ର ମହାସଂଘ ତରଫରୁ ଗତ ସେପ୍ଟେମ୍ବର ୨୭ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨ ମାସ ୧୭ ଦିନ ଆନ୍ଦୋଳନ ପର୍ଯ୍ୟାୟ କ୍ରମେ ନିରନ୍ତର ଭାବରେ ଜାରି ରହିଥିଲା । ଗତ ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୫…

ଭୁବନେଶ୍ବରରେ ନିର୍ମାଣ ହେବ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ

ଭୁବନେଶ୍ୱର: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା…

ବିଶ୍ୱ ଜଳବାୟୁ ଦିବସ: ଜଳବାୟୁ ପରିବର୍ତନର ମୁକାବିଲା ନିମନ୍ତେ ଆହ୍ୱାନ

ଭୁବନେଶ୍ୱର, ଡିସେମ୍ବର ୯: ଜଳବାୟୁ ପରିବର୍ତନ ଏବେ ଆଉ ଗଳ୍ପ ନୁହେଁ, ଏହା ବାସ୍ତବ । ସାରା ପୃଥିବୀରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଏହାକୁ ପ୍ରତିହତ କରିବା ନିମନ୍ତେ ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନେ ମତ ପ୍ରକାଶ…

ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ନୋବେଲ ବିଜେତା ପ୍ରଫେସର ମାଇକେଲ…

ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କଲେ ପ୍ରଫେସର କ୍ରେମର ଭୁବନେଶ୍ଵର, ୦୯/୧୨ – ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ଚିକାଗୋ…

ଚଳିତ ମାସ ୧୪ ତାରିଖରେ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ଡିସେମ୍ବର ୧୪ , ୨୦୨୪ ରେ ପାରାଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ଶେଷ ବା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ…

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଓଡ଼ିଶା ମାଷ୍ଟରସ୍-୨୦୨୪

ଆସନ୍ତା ଡ଼ିସେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୯ଟି ଦେଶରୁ ଭାଗନେବେ ପ୍ରାୟ ୩୦୦ କ୍ରୀଡ଼ାବିତ୍ ଭୁବନେଶ୍ୱର, (୯/୧୨): ଓଡ଼ିଶା ମାଷ୍ଟରସ୍ (Odisha Masters BWF Tour Super 100) ଅନ୍ତର୍ଜାତୀୟ…

ସହରାଞ୍ଚଳରେ ସ୍ବାସ୍ଥ୍ୟ ନିରପତ୍ତା ନେଇ ବୈଠକ ଅନୁଷ୍ଠିତ

 ଭୁବନେଶ୍ବର, ୯ ଡିସେମ୍ବର ୨୦୨୪:ସ୍ଥାନୀୟ ଅର୍ବାନ ମେଟ୍ରୋପଲିଟାନ ସର୍ଭିଲାନ୍ସ ୟୁନିଟ୍ କନଫରେନ୍ସ ହଲରେ ଆଜି ଆଇଇସି/ବିସିସି ଗତିଶୀଳତା ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହରାଞ୍ଚଳରେ ଜଳବାହିତ ରୋଗ,…

ଉତ୍ତରପ୍ରଦେଶରୁ ଆସିଲା ଆଳୁ: ଖାଉଟି କିଣିଲେ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ

ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା,ଜୟପୁର, ବାଲେଶ୍ୱର,ବଲାଙ୍ଗୀର, ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ ଭୁବନେଶ୍ୱର-ତା. ୦୯.୧୨.୨୦୨୪- ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର…