ଚନ୍ଦ୍ରପୁର: ସାମାଜିକ ଲିଙ୍ଗ ଭିତ୍ତିକ ସମତା ପାଇଁ ବର୍ଣ୍ଣାଳୀ ତାଲିମ ଶିବିର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବ୍ଲକ୍…

ଅଞ୍ଚଳ ମହାବିଦ୍ୟାଳୟ ରେ ଭାରତୀୟ ଭାଷା ଦିବସ

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମେଳନ ପ୍ରକୋଷ୍ଠଠାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଭାଷା ଦିବସ ପାଳିତ ହୋଇଯାଇଛି। ଶ୍ରୀମାନ ପଣ୍ଡା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏହାର ମହତ୍ତ୍ଵ କହିଥିଲେ। ଡଃ ସରୋଜ କୁମାର ନାଏକ ଭାଷାର…

ଜାତୀୟ ପଞ୍ଚାୟତ ପୁରସ୍କାର : ରାଷ୍ଟ୍ରପତିଙ୍କ ଦ୍ୱାରା ସାତଟି ବର୍ଗରେ ଓଡ଼ିଶା ପୁରସ୍କୃତ

 ୨୦୨୨-୨୩ ବର୍ଷ ପାଇଁ ସାତଗୋଟି ବର୍ଗରେ ଓଡ଼ିଶାକୁ ୮ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି • ଦେଶରେ ସର୍ବାଧିକ ଅର୍ଥରାଶି ପୁରସ୍କାର ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ଓଡ଼ିଶାକୁ ଅଭିନନ୍ଦନ ଜଣାଇଲେ ମହାମହିମ ରାଷ୍ଟ୍ରପତି • ଓଡ଼ିଶାର ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ…

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା

ପଲ୍ଲୀଶ୍ରୀ ମେଳା ଉଦଯାପିତ, ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନବରଙ୍ଗପୁର ତା ୧୧.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଗତ କାଲି ୧୦.୧୨.୨୦୨୪ ତାରିଖ ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜିଲ୍ଲାର…

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

ନବରଙ୍ଗପୁର ତା ୧୧.୧୨.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ସଦର ମହକୁମା ସ୍ଥିତ ମ୍ୟୁନିସିପାଲ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ…

ଆଇଏପିଏମ୍‌ର ୭୨ତମ ଜାତୀୟ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୧ ଏବଂ ୨ରେ ଚାରୋଟି…

ଭୁବନେଶ୍ୱର, ଡିସେମ୍ବର ୧୧: ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପାଥୋଲୋଜିଷ୍ଟସ ଆଣ୍ଡ ମାଇକ୍ରୋବାୟୋଲୋଜିଷ୍ଟସ (ଆଇଏପିଏମ୍‌) ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ପାଥୋଲୋଜି-ଇଣ୍ଡିଆନ୍ ଡିଭିଜନ୍ (ଆଇଏପି-ଆଇଡି)ର ୭୨ତମ ବାର୍ଷିକ ସମ୍ମିଳନୀ କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜରେ ଆୟୋଜିତ ହେବା…

ଭାରତକୁ ଅଭିନବ, ପ୍ରଗତିଶୀଳ ଏବଂ ସମୃଦ୍ଧ ଦେଶରେ ପରିଣତ କରିବ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ଧର୍ମେନ୍ଦ୍ର ପ୍ରଧାନ

• ସକାଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡ ଫିନାଲେର ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ • ସାରା ଦେଶର ଯୁବ ଉଦ୍ଭାବକମାନଙ୍କୁ ପ୍ରୋତ୍ସାହିତ ଓ ମାର୍ଗଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ• ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମର ଯୁବ…

କେନ୍ଦ୍ର ସ୍ୱାସ୍ଥ୍ୟ, ରସାୟନ ଓ ସାର ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ NIPER (ନାଇପର୍) ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଭୁବନେଶ୍ୱର ସ୍ଥିତ ଓଡ଼ିଶା ବାୟୋଟେକ୍ Institute of Pharmaceutical Education and Research (NIPER) ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ପ୍ରଦାନ କରିଛି • ଏହି ପଦକ୍ଷେପ…

ମରଣ ଯନ୍ତା ପଲଟିଛି ନୃସିଂହନାଥ ପାର୍କିଂ ବ୍ୟବସ୍ଥା

ଲୋକଙ୍କ ଅସୁବିଧା ରେ ନିରବଦ୍ରଷ୍ଟା  ବିଡ଼ିଓ  ତଥା ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି !!!! ବରଗଡ଼ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପିଠ କୁ ମହାପ୍ରଭୁଙ୍କ ଦର୍ଶନ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ତଥା ଅସ୍ଥି ପ୍ରବାହ ପାଇଁ ବର୍ଷ ସାରା…

ଭଞ୍ଜନଗର ଠାରେ ୮୯ ତମ ଭଞ୍ଜସଂଗିତ ଆସର ସହିତ ବିଶ୍ଵ ମାନବିକତା ଦିବସ ର ଆଲୋଚନା ଚକ୍ର ଅନୁଷ୍ଠିତ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ୮୯ ତମ ଭଞ୍ଜସଂଗିତ ଆସର, ସ୍ଵର୍ଗତ ଗୁରୁ ଆନନ୍ଦ ପ୍ରଧାନ ଙ୍କ ସପ୍ତଦଶ ତମ ଶ୍ରାଦ୍ଧ ଦିବସ ସହିତ ବିଶ୍ଵ ମାନବିକତା ଦିବସ କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ମହାନ୍ ଭଞ୍ଜ ସଂଗୀତ ନୃତ୍ୟ କଳାକାର…