ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଦ୍ୱିତୀୟ ଦିବସ

ନବରଙ୍ଗପୁର ତା ୧୨.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ପୋଲିସ ପଡିଆ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା…

ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ

ସୁବର୍ଣ୍ଣପୁର,୧୨/୧୨/୨୦୨୪(ପ୍ରକାଶ ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ଏ ନ ଏମ ତାଲିମ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟ ସେବା ଦିବସ -୨୦୨୪ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଗୋପାଳ ଚନ୍ଦ୍ର…

ପଡ଼ା ଗ୍ରାମ ରେ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା

 ବିଜେପୁର /ସୁଶାନ୍ତ ସାହୁ  ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମ ରେ  ମହାଲକ୍ଷ୍ମୀ ପୂଜା ପାଳନ କରାଯାଉଛି l ଆଜି ଲକ୍ଷ୍ମୀପୂଜା ଅବସରରେ ଗ୍ରାମର ମାଁ ଭଉଣୀ ମାନେ କଳସ ଯାତ୍ରାରେ ସାମିଲ ହୋଇ ଘଣ୍ଟ ଶଙ୍ଖ ଧ୍ୱନିର ତାଳେତାଳେ ସ୍ଥାନୀୟ କଦଳୀମୁଡିଏନ ପୋଖରୀରୁ ମାଁ ଗଙ୍ଗା ଯମୁନା ସରସ୍ୱତୀଙ୍କୁ…

ଭାରତରତ୍ନ ସୁବ୍ରମଣିଆ ଭାରତୀଙ୍କ ୧୩୯ତମ ଜୟନ୍ତୀ ଉତ୍ସବ

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି ।ପ୍ରଧାନଶିକ୍ଷକ ଜୟପ୍ରକାଶ ଗିରିଙ୍କ ସଭାପତିତ୍ୱରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା ।ସ୍କୁଲକୁ ଜମିଦାନ କରିଥିବା ପରିବାରର ସଦାନନ୍ଦ ସାହା ମୁଖ୍ୟ ଅତିଥି…

ଉପ-କାରାଗାର ରେ “କାରାଗାର ପ୍ରତିଷ୍ଠା ଦିବସ” ଓ “ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ଦିବସ,

 ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଉପ-କାରାଗାର ଅଧିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଥାଟି ଙ୍କ ପୌରାହିତ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁବ୍ରତ ମହାନ୍ତି, ମାନ୍ୟବର ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ, ନବରଙ୍ଗପୁର   ଏବଂ ଶ୍ରୀ ସୁକାନ୍ତ କିଶୋର ଜେନା,…

ନେଟଙ୍ଗା ସବୁଜ ବାହିନୀର ଅନନ୍ୟ କାର୍ଯ୍ୟକ୍ରମ:

ଗୁରୁବାର ମା' ଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ପ୍ରକୃତି ସଂରକ୍ଷଣ (ଶିବରାମ ଚୌଧୁରୀ )-କଥାରେ ଅଛି ସ୍ବଚ୍ଛତା ହିଁ ସେବା, ସ୍ଵାସ୍ଥ୍ୟ ହିଁ ସମ୍ପଦ। ପରିବେଶ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ରହିଲେ ରୋଗମୁକ୍ତ ପରିବେଶ ତିଆରି ହୋଇପାରିବ ତଥା ସଂପୂର୍ଣ୍ଣ ଜୀବଜଗତ ସୁସ୍ଥ ସବଳ ରହିପାରିବେ। ଏକ ସ୍ବଚ୍ଛ,…

ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନରେ ବାର୍ଷିକ କ୍ରୀଡା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡ଼ବୋରସିଙ୍ଗି ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରିଙ୍କ ଦ୍ଵାରା ବିଭିନ୍ନ ଖେଳକୁଦ ଅନୁଷ୍ଠାନ ର ଗୁରୁଜୀ, ଗୁରୁମା ଏବଂ ପ୍ରଧାନ…

ସପ୍ତ ଦିବସୀୟ ଭାରତୀୟ ଭାଷା ଉତ୍ସଵ ପାଳିତ

ବେଲଗୁଣ୍ଠl,-(ଶିବରାମ ଚୌଧୁରୀ )-,କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ ପ୍ରକାରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ଆଡମ୍ବର ସହକାରେ ଭାରତୀୟ ଭାଷା ଉତ୍ସବ ପ୍ରଧାନ…

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଜଗତସିଂହପୁର ,ତା-୧୨.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଡ଼ିସେମ୍ବର ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ…

ଦୁଇ ଦିନିିିଆ ବାର୍ଷିକ କ୍ରୀଡା ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁୁୁମ୍ମା ବ୍ଲକ୍ ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷ ( ୨୦୨୪-୨୫) ରେ ଦୁଇ ଦିନିିିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଡମ୍ବର ର ସହ ପାଳନ ହୋଇଯାଇଛି। ପ୍ରଥମ ଦିନରେ ବିଦ୍ୟାଳୟ ଶିକ୍ଷା କମିଟି ମହୋଦୟା…