‘ସେବା ଜ୍ୟୋତି ଯାତ୍ରା’କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ
ବଲାଙ୍ଗୀର (୦୫/୧୦): ଆସନ୍ତା ତା. ୦୭.୧୦.୨୦୨୬ ରିଖ ଦିନ ଜିଲ୍ଲାସ୍ତରୀୟ 'ସେବା ଜ୍ୟୋତି ଯାତ୍ରା'କୁ ସଫଳ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୌରୱ ଶିୱାଜୀ!-->…