ମାଣିକଚଉଁରା ଓ ଅଇଲପୁର ସ୍କୁଲର ବାର୍ଷିକୋତ୍ସବ
ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଵ୍ଲକ ମାଣିକଚଉଁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସ୍କୁଲ ପରିସରରେ ରହିଥିବା ଗ୍ରମର ସମସ୍ତ ମହିଳା ପୁରୁଷ ସମଵେତ ହୋଇ ଏକତ୍ର ଭୋଜନ କରିବା ପରିଵେଶ ଖୁଵ…