ଜନବସତି ମୁହାଁ କାହିଁକି ହାତୀପଲ?
ଜଙ୍ଗଲ ଧ୍ୱଂସର ପରିଣାମ ଭୋଗୁଛନ୍ତି ଉଭୟ ମଣିଷ ଓ ବନ୍ୟପ୍ରାଣୀ,
ଓଡ଼ଗାଁ, ୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ହାତୀ-ମଣିଷ ସଂଘର୍ଷ ଏବେ ରାଜ୍ୟର ଏକ ଗମ୍ଭୀର ପରିବେଶୀୟ ଓ ସାମାଜିକ ସମସ୍ୟା। ଜନବସତିକୁ ହାତୀ ପଶି ଆସିବା, ଫସଲ ନଷ୍ଟ କରିବା, ଘରଦ୍ୱାର ଭାଙ୍ଗିବା ଏବଂ ମଣିଷଙ୍କ!-->!-->!-->!-->!-->…