ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ୍ ହେବ ନୂତନ ବରଗଡ-ନୂଆପଡା ରେଳ ଲାଇନ୍- ସାଂସଦ ପ୍ରଦୀପ ପୁରୋହିତ
ଝାରବନ୍ଧ-ମନୋହର ଦାଶ: ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖିଛି । ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା ୧୩୮.୩୨ କିମି ଦୈର୍ଘ୍ୟ ନୂଆ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରି ରଖିଛି । ଏହି ପ୍ରକଳ୍ପ ଦ୍ବାରା…