ପଦ୍ମପୁର-ସମବାୟ ସମିତିର ଟଙ୍କା ହେରଫେର ଘଟଣାରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହେଲେ ଦୁଇ କର୍ମଚାରୀ । ପଦ୍ମପୁର ଉପଖଣ୍ଡ କନସିଂହା ସମବାୟ ସମିତିର କ୍ଲର୍କ ତଥା ପୂର୍ବତନ ସମ୍ପାଦକ ଛବିଳ ବେହେରା ଓ କ୍ଲର୍କ ତଥା ପୂର୍ବତନ ସମ୍ପାଦକ କାନ୍ତିଲାଲ ଭୋଇ ୨୧,୬୪,୬୬୬ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି । ଏହା ସହ କ୍ଲର୍କ ତଥା ପୂର୍ବତନ ସମ୍ପାଦକ ଛବିଳ ବେହେରା ୨୦,୩୦,୦୯୦ ଟଙ୍କା ହେରଫେର କରିଥିବା କାରଣରୁ ଅନ୍ୟଏକ ମାମଲା ରୁଜୁ କରିଛି ଭିଜିଲାନ୍ସ ।
Sign in
Sign in
Recover your password.
A password will be e-mailed to you.