ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ “ସମରସ ସଂକଳ୍ପ ଅଭିଯାନ”

ସନ୍ଥଙ୍କ ଜନ୍ମସ୍ଥାନ କାଶୀରୁ ମୃତିକା କଳସ ଆସି ଭୁବନେଶ୍ୱରରେ ପହଁଚିବା ପରେ ବିଜେପିର ଭବ୍ୟ ସ୍ୱାଗତ, ଶୋଭାଯାତ୍ରା  ଗୁରୁ ଶ୍ରୀ ରବି ଦାସଜୀଙ୍କ ଜନ୍ମସ୍ଥଳୀ ବାରଣାସୀ କାଶୀରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ପବିତ୍ର ମୃତିକା ଥିବା କଳସକୁ ଭୁବନେଶ୍ୱର ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ…

ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

-୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟା ପ୍ରଭାବିତ-ବନ୍ୟାରେ ୭ ଜଣଙ୍କ ଜୀବନହାନୀ, ୧୩୮୦ ଗୃହପାଳିତ ପଶୁଙ୍କ ମୃତୁ୍ୟ-ଅଧିକାଂଶ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ ଭୁବନେଶ୍ୱର, ୩୧/୦୭/୨୦୨୬: ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇ ସ୍ଥିତି…

ମହାପ୍ରଭୁଙ୍କୁ ରାଜନୈତିକ ପରିଧିରେ ରଖିବାକୁ ବିଜେପି ଦୁଃସାହସ କରୁଛି: ବିଜେଡି

-ନୀଳାଦ୍ରି ବିଜେରେ ଚାହାଣି ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶ-ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ବିଧାୟକଙ୍କ ପ୍ରବେଶ ନେଇ ଥାନାରେ ଅଭିଯୋଗ-ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବିଭୁବନେଶ୍ୱର, ୩୧/୦୭/୨୦୨୬: ନୀଳାଦ୍ରି ବିଜେରେ ଚାହାଣୀ ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶକୁ ନେଇ…

ବନ୍ୟା ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ: ଓଜେସି

-ବନ୍ୟା ବିଭୀଷିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସରକାରଙ୍କ ଦାୟିତ୍ୱହୀନତା ସୂଚାଉଛି-ଆସନ୍ତାକାଲିଠାରୁ ଓଡ଼ିଶା ଜନତା କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର, (୩୧.୦୭.୨୦୨୬): ରାଜ୍ୟରେ ଭୟାଭହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭିନ୍ନ…

ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

ବଲାଙ୍ଗୀର (୩୧/୦୭): ବଲାଙ୍ଗୀର ସ୍ଥିତ ମାଗୁରବେଡାଠାରେ ଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗୀର ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ…

ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଓ ଜଣେ ନାବାଳକ କାବୁ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରଘୁନାଥପାଲି ଥାନା ପୁଲିସ ଏକ ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ୩ ଜଣ ଅଭିଯୁକ୍ତଙ୍କ ସହ ଜଣେ ନାବାଳକଙ୍କୁ କାବୁ କରିଛି। ଏହି ମାମଲାରେ ରଘୁନାଥପାଲି ଥାନା କେସ୍ ନଂ-୪୫୩, ତାରିଖ ୩୦.୦୭.୨୦୨୬ ଅନୁଯାୟୀ ବିଏନଏସ୍ (BNS)…

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ସମୀକ୍ଷା ବୈଠକ

ବଲାଙ୍ଗୀର (୩୧/୦୭): ଆଜି ପୂର୍ବାହ୍ନରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବର୍ତ୍ତମାନର ବନ୍ୟା ସ୍ଥିତି ଏବଂ ବିଭିନ୍ନ କ୍ଷେତ୍ରରେ…

ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ସୃଷ୍ଟି ଉପରେ ଜାତୀୟ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର, ଜୁଲାଇ ୩୧: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରେ ‘ ଆଟ୍ରାକ୍ଟିଙ୍ଗ ଏନ୍ଟ୍ରପ୍ରେନୁ୍ୟଅର୍ସ ଆଣ୍ଡ ଷ୍ଟାର୍ଟଅପ୍ସ ଟୁ ଦ ଫିସରିସ୍ ସେକ୍ଟର’ ଶୀଷର୍କ ଏକ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି…

ଜଗତସିଂହପୁର ଜିଲ୍ଲାରେ ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

ଜଗତସିଂହପୁର-ତା -୩୧. ୦୭.୨୦୨୬ ରିଖ: ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଗତକାଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧିକାରୀମାନଙ୍କ ସହିତ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ର ୪ ଜଣ…

ବେଲଗୁଣ୍ଠା ଏନ୍.ଏ.ସି. ପାର୍ଶ୍ୱରେ ପରିତ୍ୟକ୍ତ ପରିସ୍ରାଗାର :ଦୁର୍ଗନ୍ଧ ଓ ଅବ୍ୟବସ୍ଥାରେ ଅତିଷ୍ଠ ସାଧାରଣ ଲୋକ

ବେଲଗୁଣ୍ଠା, ୩୧/୦୭,-(ଶିବରାମ ଚୌଧୁରୀ )-ସ୍ୱଚ୍ଛ ଭାରତ ମିଶନ ଅଧୀନରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ବିଭିନ୍ନ ସ୍ଥାନରେ ସାର୍ବଜନୀନ ପରିସ୍ରାଗାର ଓ ଶୌଚାଳୟ ନିର୍ମାଣ କରିଛନ୍ତି। ମାତ୍ର ଦୁଃଖ ଓ ପରିତାପର ବିଷୟ, ବେଲଗୁଣ୍ଠା…