ବାବାଜୀ ସାହୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆତ୍ମସୁରକ୍ଷା ତାଲିମ ଶିବିର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶ ଙ୍କ ସଭାପତିତ୍ବ ରେ…

ଖାଇବାକୁ ମାଗିବାରୁ ମଦ୍ୟପ ପୁଅକୁ ହତ୍ୟା କଲା ବାପା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଏକ ଅଭନୀୟ ଘଟଣା ଘଟିଛି l ବାପା ନିଜ ପୁଅକୁ ଏକ ଧାରୁଆ ଛୁରୀରେ ହତ୍ୟା କରି ଥିବା ଘଟଣା ପଦାକୁ ଆସିଛି । ଏହି ଘଟଣା ରାତି ପ୍ରାୟ 4.30 ସମୟରେ ଘଟିଥିବା ସୂଚନା…

ଚିଲିକାର ମେଧାବୀ ଝିଅ ସୌମ୍ୟାଶ୍ରୀଙ୍କ ବଡ ସଫଳତା: ଆମେରିକା ନାସାରେ ହେଲେ ବୈଜ୍ଞାନିକ

ଚିଲିକା:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମର ଝିଅ ସୌମ୍ୟାଶ୍ରୀ ବରାଳ ବଡ ସଫଳତା ହାସଲ କରିଛନ୍ତି। ଡ. ସୌମ୍ୟାଶ୍ରୀ ବରାଳ ନାସାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ସୌମ୍ୟାଶ୍ରୀଙ୍କ ପିତା ନିଶାକର ବରାଳ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିବା…

ଵିଜେପି ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ଅନୀଲ ପଣ୍ଡାଙ୍କ କ୍ଷମାଶୀଳତାକୁ ପ୍ରଶଂସା

https://youtu.be/1W39KxHa3VQ (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:ଗତ ତା ୮-୧-୨୫ ରେ ଘଟିଥିବା ଅନୀଲ ପଣ୍ଡାଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣାରେ ଆକ୍ରମଣକାରୀ ମାନଙ୍କୁ କ୍ଷମା କରିଦେଲେ ଶ୍ରୀ ପଣ୍ଡା |ଖବର ନେବାରୁ ଜଣାପଡିଛି ଯେ, ଯେଉଁ ମାନେ ଏ କାଣ୍ଡ ଭିଆଇ ଥିଲେ,…

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକଶିକ୍ଷୟିତ୍ରୀ ଓ ଅବିଭାବକ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି କ୍ଲଷ୍ଟର ସ୍ଥିତ ଦିଗଶିରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଶିକ୍ଷକ ଓ ଅବିଭାବକ ଙ୍କ ଏକଦିବସୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l…

ସଂସ୍କୃତିର ବାର୍ତ୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ଉଦଯାପିତ : ଲୋକକଳା ଓ ଲୋକସଂସ୍କୃତି ଆମର ଗର୍ବ ଓ ଗୌରବ :

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ୫ ଦିନ ଧରି ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଚାଲିଥିବା ସଂସ୍କୃତିର ବାର୍ତ୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ତଥା ସୁବର୍ଣ୍ଣ ଫୁଡ ଫେଷ୍ଟ ୧୦ ତାରିଖ ଉଦ୍‌ଯାପିତ…

ଥଣ୍ଡାରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିର

ଘୁ. ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଓ ଫୁଲବାଣୀରେ ୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ.. ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଥଣ୍ଡାରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି l ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି…

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲ

ଭୁବନେଶ୍ୱର, ୧୧/୦୧/୨୦୨୫: ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ…

ଓଡ଼ିଶାରେ ପ୍ରଥମ ପାଇଁ ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱରରେ ଟ୍ୟାଭି-ଇନ୍ ଟ୍ୟାଭି ଚିକିତ୍ସାରେ ନୂତନ ଜୀବନ ପାଇଲେ ମହିଳା

ଭୁବନେଶ୍ୱର –ମଣିପାଲ ହସ୍ପିଟାଲ ଭୁବନେଶ୍ୱରେ ଜଣେ ବୟସ୍କା ମହିଳାଙ୍କ ଅତ୍ୟାଧୁନିକ ଟ୍ୟାଭି ଇନ୍ ଟ୍ୟାଭି ପଦ୍ଧତି ସାହାର୍ଯରେ ଚିକିତ୍ସା ପରେ ନୂତନ ଜୀବନ ପାଇଛନ୍ତି । ହୃଦରୋଗ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ ଷ୍ଟୋନ୍ ସଫଳତା ପାଇଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର । ଓଡ଼ିଶାରେ ପ୍ରଥମ ଥର…

କିମସରେ ପ୍ରଥମ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ: କର୍କଟ ଚିକିତ୍ସା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର, ୧୦ ।୧: କିମସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୟାଗଡ଼ ଜିଲ୍ଲାରୁ କିମସରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କଠାରେ ସଫଳତାର ସହ…