ଅଠରତମ ଶ୍ରୀରାମ ନବମୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ।
ବାଲେଶ୍ୱର, ସିମୁଳିଆ, ମଇତାପୁର-ରୁଦ୍ରାଶ୍ରମ ଗୋଶାଳା ରାମନବମୀ କୁ ନେଇ ହୋଇଛି ଉତ୍ସବ ମୁଖର। ଦୀର୍ଘ ଅଠର ବର୍ଷ ଧରି ମଠାଧୀଶ ରାମଚନ୍ଦ୍ର ରାମାନୁଜ ଙ୍କ ତତ୍ୱାବଧାନ ରେ ଏହା ସାର୍ବଜନୀନ ହୋଇ ଥିବା ବେଳେ ବହୁ ଭକ୍ତ ଦୀର୍ଘ ନ ଦିନ ବ୍ୟାପି ଏହି ଗୋଶାଳା ରେ ଭିଡ଼ ଲାଗି ଥିବାର ଦେଖାଯାଏ।ନ ଦିନ…