ପାରଳାରେ ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଇଣ୍ଡି ଗଠବନ୍ଧନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ ପାରଳା ସହରରେ ପରିଲକ୍ଷିତ ହୋଇଛି। ବନ୍ଦକୁ ସମର୍ଥନ କରି ଇଣ୍ଡି ଗଠବନ୍ଧନର ବିଭିନ୍ନ ଦଳର ନେତା ଓ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ!-->!-->!-->…