ଠିଆ ପାଲା ମାଧ୍ୟମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା।
କିଛି ସ୍ବାଗତ କଲା ବେଳେ ଓଡ଼ିଆ ଅସ୍ମିତା ପାଲା ସଂସ୍କୃତିର ଅପମାନ ଆଉ କେହି କହିଲେଣି।
କେନ୍ଦୁଝର,ତା୨୮/୪- ନିକଟରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ଜନ୍ମ ଦିନ ପାଳନ ତାଙ୍କର ଶୁଭେଚ୍ଛୁ ମାନେ ନିଜ ନିଜ ଢଙ୍ଗରେ ପାଳିଛନ୍ତି। ଉଲ୍ଲେଖଯୋଗ୍ୟ କି…