ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ…

ବିଶ୍ୱ ବାଣିଜ୍ୟ ଦିବସ ଅବସରରେ କୃତି ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ

ମାଲକାନଗିରି ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ବିଶ୍ୱ ବାଣିଜ୍ୟ ଦିବସ ବହୁ ଆଡମ୍ବର ସହକାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ମୁଖ୍ୟ ଅତିଥି ରୂପରେ ସୁରେଶ…

ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ୨୦୨୬ କୁ ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ…

ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ସ୍ମୃତିରେ କାଉପଡ଼ା ପଞ୍ଚାୟତରେ ସ୍ମୃତି ସଭା ଅନୁଷ୍ଠିତ ।

କେନ୍ଦ୍ରାପଡା:03/07 (ପ୍ରଫୁଲ୍ଲ କୁମାର ମଲ୍ଲ) କାଉପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ…

ବେଲଗୁଣ୍ଠାରେ ‘ୟୁନାଇଟେଡ୍ କ୍ଲବ୍ ୯୯’ ଓ ‘ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ ବିଭିନ୍ନ କିସମର ଚାରା ରୋପଣ,

ବେଲଗୁଣ୍ଠା:୩/୮-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ପରିବେଶକୁ ସବୁଜ ଓ ସୁନ୍ଦର କରିବା ଅଭିଯାନକୁ ଜୋରଦାର କରିବା ପାଇଁ ଆଜି ‘ୟୁନାଇଟେଡ୍ କ୍ଲବ୍ ୯୯’ ଏବଂ ‘ ସାହିତ୍ୟ ଘର ’ ପକ୍ଷରୁ ଏକ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଲଗୁଣ୍ଠା ସହରର ୧୯୯୦ ମସିହା ଦଶମ…

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ଦେଶୀ ଓ ବିଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୩ ଗିରଫ ।

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ବଜାର, ନୂଆ ବଜାର ଓ ବାରାପୁର ଗ୍ରାମ ନିକଟରେ ଚଢ଼ାଉ…

ବେଲଗୁଣ୍ଠାରେ ଅମାନବିକତାର ଚିତ୍ର: ରୁଗ୍ଣ ଗାଈକୁ ରାସ୍ତାରେ ଛାଡିଦେଲେ ମାଲିକ

ବଜରଙ୍ଗ ଦଳ ଓ କାଉନସିଲ୍‌ରଙ୍କ ସହାୟତାରେ ହେଲା ମୃତ ଗୋମାତାଙ୍କ ସତ୍କାର ବେଲଗୁଣ୍ଠା:୩/୮-(ଶିବରାମ ଚୌଧୁରୀ )-ହିନ୍ଦୁ ଧର୍ମରେ ଗାଈକୁ ‘ଗୋମାତା’ ଭାବେ ପୂଜା କରାଯାଏ ଏବଂ ଏହାଙ୍କୁ ପବିତ୍ର ଜ୍ଞାନ କରାଯାଏ। ମାତ୍ର କିଛି ଅସଚେତନ ମାଲିକଙ୍କ ଏପରି କିଛି ଅମାନବିକ ଚିତ୍ର ସାମ୍ନାକୁ…

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ…

ନବରଂଗପୁର ତା ୩.୮.୨୦୨୬:କୁଷ୍ଠ ମୁକ୍ତ ଓଡ଼ିଶା' ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ (NLEP) ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ୧୫ ଦିନିଆ କୁଷ୍ଠ ରୋଗ ଚିହ୍ନଟ ଓ ସଚେତନତା ଅଭିଯାନ (Leprosy Case…

ଘୁଷ ନେବାବେଳେ ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟର ଓଏମଭିଡି ଟ୍ରାଫିକ୍ ଇନ୍ସପେକ୍ଟର

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ ଆରଟିଓ (RTO) କାର୍ଯ୍ୟାଳୟର ଓଏମଭିଡି (OMVD) ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଟିମ୍ ୨୦ ହଜାର ଟଙ୍କା ଘୁଷ ନେଉଥିବା ବେଳେ ରଙ୍ଗେହାତ ଗିରଫ କରିଛି।ଭିଜିଲାନ୍ସ ସୂଚନା ଅନୁଯାୟୀ,…