ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର
ଓଡ଼ିଶାରୁ ବ୍ରିଟେନର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍ଡିସି ଓ ‘ଦ ଟାଇମ୍ସ’ର ମିଳିତ ପଦକ୍ଷେପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ରିଟେନ୍ର ଟପ୍ ୫୦ ଆକାଂକ୍ଷୀ ବ୍ୟବସାୟୀ ନେତାଙ୍କ!-->!-->…