ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟାଳୟରେ ତାଲା ; ଆନ୍ଦୋଳନରେ କର୍ମଚାରୀ ;…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିଜର ଦୁଇ ଦଫା ଦାବି ଯଥା କ୍ୟାଡର୍ ପୁନର୍ଗଠନ, ନିୟମିତକରଣ ଏବଂ ଦରମା ଅଭିବୃଦ୍ଧି ନେଇ ସମଗ୍ର ରାଜ୍ୟରେ ଚାରିଦିନ ହେବ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର କର୍ମାଚରୀମାନେ ଆନ୍ଦୋଳନରେ ବସିଛନ୍ତି I ଏହାର ସିଧାସଳଖ କୁପ୍ରଭାବ ପଡ଼ିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର…

କୃଷକ ମହାପଞ୍ଚାୟତ ପାଇଁ ଗାଁ ଗାଁ ରେ ପ୍ରସ୍ତୁତି ବୈଠକ

ବିଜେପୁର :-ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ବରଗଡ ଜିଲ୍ଲା ସୟାଁ ଖେଳପଡ଼ିଆ ଠାରେ ହେବାକୁ ଥିବା କୃଷକ ମହାପଞ୍ଚାୟତ ପାଇଁ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ର ଗାଁ ଗାଁ ରେ ଜୋରଦାର ପ୍ରସ୍ତୁତି ଚାଲିଛି । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ…

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆଜି ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।ଭୈରବ ସ୍ନାତୋକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ ଆନୁଷ୍ଠାନିକ ଭାବେ ଏହି ୮…

ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନିହାଲ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଘୋଡାଖୁଣ୍ଟା ରେ ମଣ୍ଡେଇ ଯାତ୍ରା ପାଳିତ

  ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆଖପାଖ ଗ୍ରାମର ଦେବାଦେବୀ, ଲାଠି,କୁର୍ସୀ,ଶିରା, ଗାଉଁଟିଆ ପ୍ରମୁଖ ଘୋଡ଼ା…

କାଶୀପୁର ବ୍ଲକ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ ବୈଠକ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ଡ଼ଙ୍ଗାସିଲ ଅଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । PCC ନିର୍ଦେଶ କ୍ରମେ ପ୍ରତ୍ୟକ ପଞ୍ଚାୟତ ସ୍ତରରେ…

ପାଇକମାଳ ହାଇସ୍କୁଲ ରେ ପ୍ରସ୍ତୁତି ଶିବିର

ପାଇକମାଳ ତା ୧୩-୩ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପଞ୍ଚ ଦିବସୀୟ ପ୍ରସ୍ତୁତି ଶିବିର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧକାରୀ ରାଧେଶ୍ୟାମ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି ଡି ଓ ପ୍ରଫୁଲ୍ଲ କୁମାର ଓଦୁ ଯୋଗଦାନ କରି ପ୍ରାକ୍…

ଛାତ୍ରମା ରୁ ଯୁବଙ୍କୁ ଅପହରଣ ପରେ ମରଣାନ୍ତକ ଆକ୍ରମଣ ଘଟଣା,

 ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ଖୋର୍ଦ୍ଧା ସଦର ଥାନା ପୁଲିସ ଖୋର୍ଦ୍ଧା (ସେକ ଜାଫର ) ଶାସକ ପ୍ରଶାସକ : ଖୋର୍ଦ୍ଧା ସଦର ଥାନା ଅଧିନସ୍ଥ ଛାତ୍ରମା ଗ୍ରାମ ର ଯୁବକ ସୁବ୍ରତ ସୁନ୍ଦରରାୟ ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି କାର ରେ ଅପହରଣ କରି ନେଇ ମରଣାତ୍ମକ ଆକ୍ରମଣ ପରେ ଜଟଣୀ…

ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର,୧୩ ।୩: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଗୁରୁବାର ଓଜେଏସ୍‍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ୍‌ରୁ ୩…

୮ଗୋଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଙ୍କ ସହିତ କଲେ ବୁଝାମଣା ପତ୍ର ସ୍ବାକ୍ଷର

ବିଏଡ଼ କଲେଜରେ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ ଲାଗୁ ହେବ ଭୁବନେଶ୍ୱର, (୧୩/୩/୨୫):ରାଜ୍ୟରେ ରହିଥିବା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନମାନଙ୍କରେ (ବିଏଡ଼ କଲେଜରେ) ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ (Intergated Teacher Education Program- ITEP) ଲାଗୁ କରିବା…