ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ: କୁଳପତି

ଭୁବନେଶ୍ୱର, ଅଗଷ୍ଟ ୭: ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।ଶୁକ୍ରବାର ସୋଆ…

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵତନ୍ତ୍ର ବୈଠକ

ସ୍ଵାଧୀନତା ଦିବସ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପର୍କରେ ଆଲୋଚନା ବେଲଗୁଣ୍ଠା,୦୭/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ନଗରପାଳ ଫିରୋଜ…

ଗୋରୁ ଭର୍ତ୍ତି ସ୍କର୍ପିଓ ଜବତ,ଡ୍ରାଇଭର ଫେରାର।

ବସ୍ତା ୭/୮: ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ସୂଚନା ଅନୁସା ରେ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପ ଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ…

ଓଡ଼ିଶାର ୧୩୩ରୁ ଅଧିକ ଗ୍ରାମରେ ବନ୍ୟା ରିଲିଫ୍ କାର୍ଯ୍ୟର ନେତୃତ୍ୱ ନେଉଛି ଆହ୍ୱାନ ଫାଉଣ୍ଡେସନ୍

ଭୁବନେଶ୍ୱର, ଓଡିଶା: ଆହ୍ୱାନ ଫାଉଣ୍ଡେସନ୍ ଓଡ଼ିଶା ବନ୍ୟା ରିଲିଫ୍ ୨୦୨୬ ଅଭିଯାନ ଘୋଷଣା କରିଛି। ଏହି ବୃହତ୍ ମାନବିକ ସହାୟତା ଅଭିଯାନ ଅଧୀନରେ ଓଡ଼ିଶାର ୧୩୩ରୁ ଅଧିକ ବନ୍ୟା ପ୍ରଭାବିତ ଗ୍ରାମରେ ଜରୁରୀ ସହାୟତା ପହଞ୍ଚାଇବା ପାଇଁ ୨୦୦ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରାଯାଇଛି।…

ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଇଣ୍ଡିଆନ୍ ଆଇଡଲ୍‌-16ର ବିଜେତା ଯୁବ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେ କହିଛନ୍ତି ଯେ " ନିଜର ସୁମଧୁର…

୫୫.୬୯ ଲକ୍ଷ ପଟ୍ଟନାୟକ ଟ୍ୟାଙ୍କ ନବୀକରଣ ଠକେଇ ମାମଲାରେ ଦୁଇ ଇଞ୍ଜିନିୟର ଏବଂ ଜଣେ ଠିକାଦାର ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା "ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର ଏବଂ ନବୀକରଣ" ପ୍ରକଳ୍ପରେ ଘୋର ଆର୍ଥିକ ଅନିୟମିତତା ସହିତ ଜଡିତ ମାମଲାରେ ଆଜି ୬.୮.୨୦୨୬ ତାରିଖ ରେ ବ୍ରହ୍ମପୁର ଭିଜିଲାନ୍ସ ଶ୍ରୀ ଡି. ଯୁଧିଷ୍ଠିର,…

ଦେଉଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସଙ୍କଟ

-ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ମାରିଲେ ଅଭିଭାବକ -‘ଦୁଇଜଣ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନହେଲେ ଖୋଲିବନି ତାଲା’ – ଗ୍ରାମବାସୀଙ୍କ ଚେତାବନୀ ପାଟଣାଗଡ଼/ ବଲାଙ୍ଗିର , ୬/୮: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଧୀନ ଦେଉଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ…

ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬

ଆଜିର ବିଦ୍ୟାର୍ଥୀ ହେବେ ନବସୃଜନର ସର୍ଜନାକାରୀ ଓଡ଼ଗାଁ, ୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନବସୃଜନ ଓ ଉଦ୍ୟୋଗିତାର ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ଆଇଟି ଲ୍ୟାବ୍‌ରେ ଗୁରୁବାର ‘ଇନୋଭେସନ୍ ଆଣ୍ଡ…

ରଘୁନାଥ ସମବାୟ ମହାବିଦ୍ୟାଳୟରେ +୨ ବାଣିଜ୍ୟ ବିଭାଗନାମଲେଖା ନୈରାଶ୍ୟଜନକ

ଚଳିତବର୍ଷ ହୋଇଛି ମାତ୍ର ୨ ଜଣ ନାମ ପଞ୍ଜିକରଣ, ସଚେତନତା ଓ ନାମଲେଖା ଫି’ ଛାଡ଼ ଦାବି ,ଓଡ଼ଗାଁ, ୬।୮ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଚାଲିଥିବା ଉଚ୍ଚ ମାଧ୍ୟମିକ (+୨) ବାଣିଜ୍ୟ ବିଭାଗରେ ନାମଲେଖାକୁ ନେଇ ନୈରାଶ୍ୟଜନକ…

କାନାରା ବ୍ୟାଙ୍କ ତରଫରୁ ବାଳିକା ଶୌଚାଳୟ ନିର୍ମାଣ

ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଦଧିବାମନ ଉଚ୍ଚ ବିଦ୍ୟାଳୟ, ଶିଖରପୁର ପରିସରରେ କାନାରା ବ୍ୟାଙ୍କ ଆନୁକୁଲ୍ୟରେ ଏକ କର୍ପୋରେଟ ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟକ୍ରମରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ସିଏସଆର…