ମହରାପଦର ଉଚ୍ଚ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର

ଖପ୍ରାଖୋଲ ୯/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ଵର ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ବର୍ଦ୍ଧିତ…

୨୭ତମ ଜାତୀୟ ୱାଡୋ କାଇ କରାଟେ ଚାମ୍ପିୟନସିପ ରେ ଚମକିଲେ ଓଡ଼ିଆ ପୁଅ l

ସୁନ୍ଦରଗଡ଼: ଦାର୍ଜିଲିଂ ଠାରେ ଅନୁଷ୍ଠିତ ୨୭ତମ ଜାତୀୟ ୱାଡୋ କାଇ କରାଟେ ଚାମ୍ପିୟନସିପ ୨୦୨୫ ରେ ନିଜର ପରାକାଷ୍ଠା ଦେଖେଇଛନ୍ତି ସୁନ୍ଦରଗଡ଼ ପୋଲିସ ଭିବାଗ ରେ ଗ୍ରୁପ D ରେ କାର୍ଯ୍ୟରତ ବଳରାମ କଲେତ l ମେ ମାସ ୩୦ ତାରିକ ରୁ ଜୁନ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇ ଥିଲା l ଏହି ପ୍ରତିଯୋଗିତା ରେ…

ସ୍ଥିରତା ଓ ପରିବେଶ ସୁରକ୍ଷା ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରି ଏଏମ୍ /ଏନ୍ଏସ୍ ଇଣ୍ଡିଆର ଦୀର୍ଘସ୍ଥାୟିତ୍ଵ…

ସମୁଦ୍ର ବେଳାଭୂମି ସଫେଇ, ସାମୁହିକ ଚାରା ରୋପଣ, ଚାରା ବଣ୍ଟନ ଏବଂ ସଚେତନତା ଅଭିଯାନ ଅନୁଷ୍ଠିତ ଭୁବନେଶ୍ୱର, ଜୁନ୍ ୦୯, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ ) ପକ୍ଷରୁ ଓଡିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ୨୯ ମଇ ରୁ ୭ ଜୁନ୍ ୨୦୨୫ ପର୍ଯ୍ୟନ୍ତ…

ସୁଖ ତ ରୁନିଲତା ପରିବାର ପାଇଁ ଯେମିତି ସାତ ସପନ

ଜଗତସିଂହପୁର,ତା-୦୯.୦୬.୨୦୨୫/ସୁମନ୍ତ କୁମାର ଦାସ: ଗୋଟେ ମଣିଷର ଅତି ଆବଶ୍ୟକ ହେଉଛି ଖାଦ୍ୟ ଓ ଖାଇବା ପରେ ବିଶ୍ରାମ ନବାକୁ ଗୋଟିଏ ଘର l ଯଦି ମଣିଷକୁ ଏହି ଦୁଇଟି ଜିନିଷ ଶାନ୍ତିରେ ନ ମିଳେ ତେବେ ମଣିଷର ବଞ୍ଚିବା ବହୁତ କଷ୍ଟକର ହୋଇଯାଏ l ଏମିତି ଏକ ଜୀବନ୍ତ କାହାଣୀ ଦେଖିବାକୁ ମିଳିଛି…

ବୈଦିକ ସେବାଶ୍ରାମରେ ସଂସ୍କୃତିକ ଜାଗରଣ ସଂଘର ରୋପ୍ୟ ଜୟନ୍ତୀ ପାଳନ l

ଜମନକିରା (ଲିପନ ନାଏକ):ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ଠାରେ ଥିବା ଭାରତ ମାତା ବୈଦିକ ସେବାଶ୍ରମ ସଂସ୍କୃତି ଜାଗରଣ ସଂଘର ରୋପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି । ଏହି ପୌର ଜୟନ୍ତୀରେ ପ୍ରାୟ ହଜାରେ ଲୋକଙ୍କର ଜନସମାଗମ ହୋଇଥିଲା । ଏହି ପୌର ଜୟନ୍ତୀରେ ୧୫୦ ଜଣ ସ୍ବେଚ୍ଛାସେବୀ…

ଟାଟା ପାୱାର ର ବିନା ସୂଚନା ରେ ମିଟର ବଦଳ, ଥାନାରେ ଏତଲା

"ମେଶଜ ଜରିଆରେ ଅଭିଯୋଗ ନଥାଇ ଅଭିଯୋଗ ସମାଧାନ ମେଶଜ" ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଘଟଣା ଟାଟା ପାୱାର ବିନା ସୂଚନା ରେ ମିଟର ବଦଳ କରିଛି । ଗ୍ରାମର ସ୍ବର୍ଗତ ଅରକ୍ଷିତ ପାଢ଼ୀ ଙ୍କ ଘର ବନ୍ଦ ଥିବା ସ୍ୱତେ ବିନା ସୂଚନା ରେ ନିଜକୁ ଟାଟା…

ରଘୁନାଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୦୯.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ବାସଗୃହ କ୍ଷତିଗ୍ରସ୍ତ ହେଲେ ମିଳିବ ଅନ୍ତ୍ୟୋଦୟ ଗୃହଯୋଜନା ଭୁବନେଶ୍ୱର/୯ ଜୁନ ୨୦୨୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ…

ବାସୁଦେବପୁର ରେ ମିଳିତ ଜନ ଶୁଣାଣି ଶିବିର।

ବାସୁଦେବପୁର - ଭଦ୍ରକ ଜିଲ୍ଲା ର ବାସୁଦେବପୁରର ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତ ରାଏ ଙ୍କ ସହିତ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ରାଉତ,ବିଧାୟକ ଅଶୋକ ଦାସ,ମୂଖ୍ୟ ଉନ୍ନୟନ…

ଉତ୍ତାଲଗଡ଼ ସ୍ପୋଟିଂର ରାତ୍ରିକାଳୀନ ଭଲିବଲ୍ ପ୍ରତିଯୋଗିତା

ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଳକ ତାଳପଦର ହାଇସ୍କୁଲ ପଡ଼ିଆଠାରେ ଉତ୍ତାଲଗଡ଼ ସ୍ପୋଟିଂ ପକ୍ଷରୁ ଚାଲିଥିବା ରାତ୍ରିକାଳୀନ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦହିଗାଁ, ଘନାମାଲ, ବାବୁପାଲି, ଟାଲ, ତାଳପଦର, ଉତ୍ତାଲଗଡ଼ ପ୍ରମୁଖ ଦଳ ଅଂଶ ଗ୍ରହଣ କରିଥିଲେ। ତାଳପଦର ଓ…