ଘଣ୍ଟି ବେଲେଶ୍ୱର ଙ୍କ ତୃତୀୟ ଜନ୍ମ ବାର୍ଷିକ ଉତ୍ସବ.
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚଯାତ ର ଶ୍ରୀବନ୍ତପୁର ଗ୍ରାମରେ ପୂଜା ପାଉଥିବା ମହାଦେବ, ଘଣ୍ଟି ବେଲେଶ୍ୱର ଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ତିନିଦିନ ବ୍ୟାପି ମହା ସମାରୋହରେ ପାଳିତ ହୋଇ ଯାଇ ଅଛି. ତିନିଦିନ ଧରି ହୋଇ ଥିବା ଏହି କାର୍ଯ୍ୟକ୍ରମ ର…