ପୂର୍ତ୍ତବିଭାଗ ଦ୍ଵାରା ନିମ୍ନମାନର ଡ୍ରେନ ନିର୍ମାଣ କାର୍ଯ୍ୟ

ରାତି ଅଧିଆ କାମକୁ ରଫାଦଫା କରିବା ପାଇଁ ଚେଷ୍ଟା ଚଳାଇଛି ଏବିଆଇ ନାମକ ଏକ ଠିକା ସଂସ୍ଥା , ବିଭାଗ ଅଧିକାରୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଠିକାସଂସ୍ଥାର ଗେହ୍ଲା ଶଶୁର ସାଜିଥିବା ସଧାରଣରେ ଚର୍ଚ୍ଚାର ପ୍ରମୂଖ କେନ୍ଦ୍ର ପାଲଟିଛି ସୁନ୍ଦରଗଡ଼:- ପୂର୍ତ୍ତବିଭାଗ ସୁନ୍ଦରଗଡ଼…

ଓଡ଼ଗାଁ ରେ ସହିଦ୍ ଦିବସ ପାଳନ

ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ରାଷ୍ଟ୍ରୀୟ ହିନ୍ଦୁ ସେନା ପକ୍ଷରୁ ରବିବାର ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ଗାଁ ରଘୁନାଥଙ୍କ ମନ୍ଦିର ଠାରୁ ତହସିଲ ଅଫି ସାମ୍ନା ହେମାମାଳୀ ମନ୍ଦିର ପର୍ଯ୍ୟନ୍ତ ସହିଦ୍ ମାନଙ୍କ ଉଦେଶ୍ୟରେ…

ବ୍ଳକ ଘୋଷଣା ପାଇଁ କୁରାଳ ବିକାଶ ମଞ୍ଚର ଦାବୀ

ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୮ ପଞ୍ଚାୟତକୁ ନେଇ କୁରାଳ ବ୍ଳକ ଗଠନ ପାଇଁ କୁରାଳ ବିକାଶ ମଞ୍ଚ ଦାବୀ ଜଣାଇଛି । କୁରାଳର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ବରିଷ୍ଠ ନାଗରିକ ରାମେଶ୍ବର ପଣ୍ଡା, ସୁକାନ୍ତ ଚୌଧୁରୀ, ଗଣେଶ୍ୱର ସାହୁ ଏବଂ ଦିଲ୍ଲୀପ…

ବିଶ୍ବ ଜଳ ଦିବସ ପାଳିତ

ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି।ଜଳର ବ୍ୟବହାର ଓ ସଠିକ ବିନିଯୋଗ ସମ୍ପର୍କରେ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଶ୍ଵେତ ଲୀନା ମିଶ୍ର…

ସ୍ୱର୍ଗତ ଡ଼ା. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

 ସୋହେଲା :-ଆଜି  ରବିବାର ବରଗଡ଼ ଜିଲ୍ଲା ସୋହେଲା ଠାରେ ଓଡିଶା, ଛତିଶଗଡ  ବିଶାଶହେ କୁଲତା ସମାଜ ତରଫରୁ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ପିତା ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଉଦେଶ୍ୟରେ  ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଓଡିଶା / ଛତିଶଗଡ ର ୨୨ଟି…

ଚତୁର୍ଥ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମ ଠାରେ ଚତୁର୍ଥ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟ ପୂଜା, ବ୍ରହ୍ମଣ ପୂଜନ,ଶାଲାଧିଷ୍ଠିତ ଦେବତା ପୂଜା,ମୁଖ୍ୟ ଦେବତା ପୂଜା,ଚଣ୍ଡୀ ହୋମ ଓ…

ସଂରକ୍ଷଣ ଆଇନ୍‍କୁ ଠିକଣା ଭାବେ ପ୍ରତିପାଳନ କରୁନାହାନ୍ତି ବିଭାଗ

ଅଣସଂରକ୍ଷିତବର୍ଗର ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ, ହାଇକୋର୍ଟ ଲଗାଇଲେ ରୋକ୍‍ ଭୁବନେଶ୍ୱର, ୨୩/୦୩/୨୦୨୫: ରାଜ୍ୟ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସାରା ରାଜ୍ୟରେ ସାଧାରଣବର୍ଗର କର୍ମଚାରୀ, ଆଇନ୍‍ଜୀବୀ, ବୁଦ୍ଧଜୀବୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବଡ ଅଲୋଡନ ସୃଷ୍ଟି…

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର - ତା ୨୩/୩/୨୫- ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ…

“କଂଗ୍ରେସ ଉଠିବ, ମହିଳା ନିର୍ଯାତନା ନେଇ ରାଜରାସ୍ତାରେ ଲଢେଇ କରିବ।”

 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହତ୍ୟାକାରୀଙ୍କ ସହ ଅଛନ୍ତି : କଂଗ୍ରେସ ପ୍ରଭାରୀ ଅଜୟ ଲଲୁ।  କେନ୍ଦୁଝର,ତା୨୩/୩- ଆଜି ଓଡ଼ିଶା କଂଗ୍ରେସ ଲାଗି ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲୁ କେନ୍ଦୁଝର ଗସ୍ତରେ ଆସିଥିଲେ। ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମ ଠାରେ ସହସ୍ରାଧିକ କଂଗ୍ରେସ କର୍ମୀଙ୍କୁ…

“ନିଫା”, ଗଜପତି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

https://youtu.be/2SeJcuXRAAg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ନିଫା", ଗଜପତି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠାନର ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସଭାପତିତ୍ବରେ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।…