ବୋଲଗଡ଼, ବେଗୁନିଆ ଓ ଟାଙ୍ଗିରେ ବିକାଶ ରଥକୁ ଉଦଘାଟନ କଲେ ଭୁବନେଶ୍ବର ସାଂସଦ

ବେଗୁନିଆ ବିଧାୟକଙ୍କ ଅନୁପସ୍ଥିତକୁ ସାଂସଦ କହିଲେ ଜନ ବିରୋଧୀ ଏବଂ ବିକାଶ ବିରୋଧୀ ମେଗା ପ୍ରକଳ୍ପ ଦ୍ବାରା ଜଳସେଚିତ ହେବ ବୋଲଗଡ଼-ବେଗୁନିଆର 7770 ହେକ୍ଟର ଜମି, ସାଂସଦଙ୍କ ଡ୍ରିମ୍‌ ପ୍ରୋଜେକ୍ଟର ଟେଣ୍ଡର ଫାଇନାଲ ବୋଲଗଡ଼: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସସରରେ…

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

ରାୟଗଡ ତା ୧୩-୬-୨୦୨୫: ରାୟଗଡ ବ୍ଳକର କୁମ୍ଭିକୋଟା , କୁଟୁଳି ଓ ନାକିଟି ଗ୍ରାମ ପଞ୍ଚାୟତ ରେ ଶୁକ୍ରବାର ବିକାଶ ବାହନ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଓ ପ୍ରସାର କରିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ…

ମୁଖ୍ୟ ରାସ୍ତାର ପେଚିଂ କାର୍ଯ୍ୟକୁ ବିରୋଧକରି କାର୍ଯ୍ୟବନ୍ଦ କଲେ ଅଞ୍ଚଳ ବାସି ।।।।

ସାରସକଣା ୧୩/୬/୨୫ ଶାସକ: ପ୍ରଶାସକ ,,,,,ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝାରପୋଖରୀଆ ଵଜାର ଠାରୁ ସାରସକଣା ବ୍ଳକ୍ ଦେଇ ଯାଇଥିବା ସଂଖାଭଙ୍ଗା ର ମୁଖ୍ୟ ରାସ୍ତାଟି ଅନେକ ବର୍ଷ ହେବ ସମ୍ପୁର୍ଣ୍ଣ ରାସ୍ତାଟିର ମଝିରେ ମଝିରେ ବଡ଼ବଡ଼ ଗାତ ହୋଇ ନାହିଁ ନଥିବା ଅବସ୍ଥା ରେ ପଡି ରହି…

ଗୋପାଳପୁର -ସମ୍ବଲପୁର ରେଳପଥ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ସଚେତନତା ରଥ ଭଞ୍ଜନଗର ରେ ପରିକ୍ରମା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଗୋପାଳପୁର-ରେଢାଖୋଲ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବି ନେଇ ଆଜି ୧୩ ତାରିଖ ୨୦୨୫ ଶୁକ୍ରବାର ଦକ୍ଷିଣ ଓଡିଶା ରେଳପଥ ଓ ସାମୁହିକ ଭିତ୍ତିଭୂମୀ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଞ୍ଜନଗର ଠାରେ ଜନସଚେତନତା ରଥ ପରିକ୍ରମା…

୧୩ ବର୍ଷର ବୈଭବଙ୍କ ଅନନ୍ୟ ଭକ୍ତି: ଘରେ କଲେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବିଧି

ପୁରୀ, (ଅନିମେଶ ପଟ୍ଟନାୟକ): ପିଲା ବୟସରେ ମଧ୍ୟ ଅପାର ଭକ୍ତିର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବୈଭବ ଶତପଥୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଓ ପ୍ରେମରେ ୧୩ ବର୍ଷର ବାଳକ । ନିଜ ଘରେ ପିଲାଟି ବେଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରନ୍ତି ଏହି କୁନି ଭକତ । ସ୍ନାନ ପୂର୍ଣ୍ଣିମା…

ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

ରାୟଗଡ:-ତ. ୧୩/୦୬/୨୫- ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଆଶଙ୍କା କରି ଏହାର ନିରlକରଣ ନିମନ୍ତେ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଶ୍ରୀମତୀ ପାରୁଲ ପଟାୱରୀ ଆଜି ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଆୱାସି ମାଧ୍ୟମରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ…

ବିକାଶ ମେଳା ୨୦୨୫ ଉଦ୍ଘାଟିତ

ଜଗତସିଂହପୁର,ତା-୧୨.୦୬.୨୦୨୫/ସୁମନ୍ତକୁମାରଦାସ: ଆଜି ସନ୍ଧ୍ୟା ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିବସ…

ଜିଲ୍ଲା ସ୍ଥରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଜଗତସିଂହପୁର,ତା-୧୩.୦୬.୨୦୨୫/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ଥରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଜଗତସିଂହପୁର ନିମାଇଁ ଭବନ ପରିସରରେ ଅନୁଷ୍ଟିତ ହୋଇଯାଇଅଛି । ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ର ସହଭାଗିତାରେ ଆୟୋଜିତ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ…

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ przରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ନୂଆ ସରକାର ଙ୍କ ଦ୍ଵାରା କାର୍ଯ୍ୟକାରୀ ହେଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ ସ୍ରୁଷ୍ଟି କରିବା ନିମନ୍ତେ ରାଜ୍ୟ ବ୍ୟାପୀ ଜୁନ 12 ତାରିଖ ରୁ ଜୁନ 20 ତାରିଖ ପର୍ଯ୍ୟନ୍ତ ସାଧାରଣ ସଭା,…

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ଜଗତସିଂହପୁର,ତା-୧୩.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ…