କେନ୍ଦୁଝରରେ ପ୍ରଥମ ଥର ଲାଗି ସବ୍ ଜୁନିଅର ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିଅନସିପ ଅନୁଷ୍ଠିତ ହେବ।
କେନ୍ଦୁଝର,ତା୬/୪- ଚଳିତ ମାସ ୮ ତାରିଖରୁ ପ୍ରଥମଥର ଲାଗି କେନ୍ଦୁଝର ସହରର ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ହେବାକୁ ଯାଉଛି ୩୯ ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍ । ଯାହାର ପ୍ରସ୍ତୁତି ତଥା ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଯାଇଛି ଶୁଭ ଉନ୍ମୋଚନ । ଜିଲ୍ଲାପାଳ ବିଶାଲ ସିଂ…