ମହେନ୍ଦ୍ରଗିରି(ପୌର)ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ୨୦୨୦ ମସିହାରୁ କାର୍ଯ୍ଯରତ ପ୍ରଧାନଶିକ୍ଷକ ପ୍ରଧାନଙ୍କୁ ଭୁଷ୍କୁଡି ସରକାରୀ ଉଚ୍ଚ…

ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ‘କ୍ଲିନ୍ ପେପର ଇନିସିଏଟିଭ୍’ ଉପରେ ଶିକ୍ଷକଙ୍କ ଦକ୍ଷତା ବିକାଶ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘କ୍ଲିନ୍ ପେପର ଇନିସିଏଟିଭ୍’ ଉପରେ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଗଜପତି ଜିଲ୍ଲା ଶିକ୍ଷା…

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮…

ଭୁବନେଶ୍ୱର, ଅକ୍ଟୋବର ୧୪: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)…

ରାଉରକେଲା ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତାକୁ ଅଧିକ ସୁଦୃଢ଼ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨.୧୧…

ନେଟୱର୍କର ସ୍ଥିରତା, ନିରାପଦ ବିଦ୍ୟୁତ୍ ବିତରଣ ଓ ବର୍ଦ୍ଧିତ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ୯ଟି ଭିତ୍ତିଭୂମି ପ୍ରକଳ୍ପ ସମ୍ପନ୍ନ ହେବା ସହ କାର୍ଯ୍ୟକ୍ଷମ । ବୁର୍ଲା, ୧୪ ଅକ୍ଟୋବର ୨୦୨୬: ରାଉରକେଲା ସହର ସହ ଏହାର ଆଖପାଖ ଅଞ୍ଚଳରେ ଘରୋଇ ଉପଭୋକ୍ତା, ଶିଳ୍ପ ଓ ଖଣି କ୍ଷେତ୍ରକୁ…

ଖଇରା କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରଚାର ଏକ ନିଆରାପ୍ରତିଯୋଗିତା ,

ବାଲେଶ୍ୱର : ଖଇରା, କଲେଜ କ୍ୟାମ୍ପସରେ ଏବେ ନିର୍ବାଚନୀ ମାହୋଲ ଛାତ୍ର ସଂସଦ ପାଇଁ ଏକ ଚାଲେଞ୍ଜ ଭଳି ଜଣାପଡୁଛି । ରାତି ପାହିଲେନିର୍ବାଚନ !ପ୍ରାର୍ଥୀଙ୍କ ସମର୍ଥନରେକଲେଜ କ୍ୟାମ୍ପସ ସାରା ପ୍ଲାଟଫର୍ମ ସ୍ପୀଚ ଓ ଭାଷଣ ଦ୍ୱାରା ଗୁଞ୍ଜରିତ ହେଉଛି । ଏଥର ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ…

କଠାଳ ଚୋପାରୁ ଜଳ ବିଶୋଧନ ସାମଗ୍ରୀ ବିକଶିତ କଲେ ଏନ୍‌ଆଇଟି ରାଉରକେଲାର ଗବେଷକ

୧୦ ମିନିଟ୍‌ରେ ୯୦%ରୁ ଅଧିକ ଫ୍ଲୋରାଇଡ୍‌ ଦୂର ରାଉରକେଲା, ୧୪/୧୦ (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ପାନୀୟ ଜଳରୁ ଅତ୍ୟଧିକ ଫ୍ଲୋରାଇଡ୍‌ ଦୂର କରିବା ପାଇଁ ଏକ କମ୍‌ ଖର୍ଚ୍ଚର ନୂତନ ସାମଗ୍ରୀ ବିକଶିତ କରିଛନ୍ତି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)…

ଆଠ ବର୍ଷ ପରେ କଲେଜରେ ଛାତ୍ର ରାଜନୀତିର ଉଷ୍ମତା, ନିର୍ବାଚନକୁ ନେଇ ଶକ୍ତି ପ୍ରଦର୍ଶନ

କେନ୍ଦ୍ରାପଡ଼ା:୧୪,୧୦ (ପ୍ରଫୁଲ୍ଲ କୁମାର ମଲ୍ଲ) ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ କଲେଜ କ୍ୟାମ୍ପସରେ ପୁଣି ଦେଖିବାକୁ ମିଳିଛି ଛାତ୍ର ରାଜନୀତିର ଉଷ୍ମତା। ଛାତ୍ର ସଂସଦ ନିର୍ବାଚନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ…

ଧୁମୁଛାଇ ଗ୍ରାମରେ ଜୁଆ ଆଡ୍ଡା ଉପରେ ବେଲଗୁଣ୍ଠା ପୁଲିସର ଚଢ଼ାଉ; ୮ ଜଣ ଅଭିଯୁକ୍ତ ଗିରଫ

ବେଲଗୁଣ୍ଠା,୧୪/୧୦,-(ଶିବରାମ ଚୌଧୁରୀ )-ଗତ ୧୩ ଓ ୧୪ ଅକ୍ଟୋବର ମଧ୍ୟବର୍ତ୍ତୀ ରାତିରେ ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଧୁମୁଛାଇ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜଣଙ୍କୁ ଧରାଯାଇଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧୁମୁଛାଇ ଗ୍ରାମର ଶିବରାମ ପ୍ରଧାନ,…

ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଭାବେ ପ୍ରିୟମ୍ବଦାଙ୍କ ଦାୟିତ୍ୱ ଗ୍ରହଣ

ସହରର ବିକାଶ ଓ ମହିଳାଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ବେଲଗୁଣ୍ଠା:୧୪/୧୦, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ନୂତନ ଉପାଧ୍ୟକ୍ଷା ଭାବେ କାଉନସିଲର ପ୍ରିୟମ୍ବଦା ସାମଲ ସୋମବାର ପୂର୍ବାହ୍ଣ ୧୧ଟାରେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଏନ୍‌ଏସି କାର୍ଯ୍ୟାଳୟ…

ତିହାଡ଼ିପାଲିରେ ବିଜେଡି ପରିବାରର ନୂଆଁଖାଇ ଭେଟଘାଟ

ଭାଇଚାରା ଓ ଏକତାର ବାର୍ତ୍ତା ଦେଲେ ଦଳୀୟ ନେତା ଓ କର୍ମୀ ଝାରସୁଗୁଡ଼ା, ୧୪ ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟା ଗ୍ରାମପଞ୍ଚାୟତର ବିଜୁ ଜନତା ଦଳ ପରିବାର ପକ୍ଷରୁ ତିହାଡ଼ିପାଲିଠାରେ ବୁଧବାର ଏକ ବନ୍ଧୁମିଳନ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ…