ସୌମ୍ୟାଶ୍ରୀ ମୃତ୍ୟୁ ନେଇ କେନ୍ଦୁଝରରେ ମୋହନ ସରକାରକୁ ଘୋର ନିନ୍ଦା।
ନିଜ ଦଳ କର୍ମୀଙ୍କ କ୍ଷୋଭ, ସରକାରକୁ ନିନ୍ଦା କଲେ।
କେନ୍ଦୁଝର, ତା୧୫/୭- ବାଲେଶ୍ଵର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ଶୋକର ବାତାବରଣ ଖେଳି ଯାଇଛି। ସବୁଠାରୁ ବଡ଼ କଥା ହେଲାକି ଶାସକ ବିଜେପି ଦଳର ସମର୍ଥକ ଛାତ୍ର ସଂଗଠନ ଅଖିଳ…