ନର୍ସମାନଙ୍କ ସେବା ଯୋଗୁ ହିଁ ରୋଗୀ ସୁସ୍ଥ ହୋଇଥାନ୍ତି : ପଦ୍ମଶ୍ରୀ ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର, ମଇ ୫: ଡାକ୍ତରମାନେ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ସେମାନଙ୍କର ସେବା ଓ ଯତ୍ନ ସେବିକାମାନେ ହିଁ କରିଥାନ୍ତି । ସେମାନେ ରୋଗୀଙ୍କ ପାଖରେ ଦିନରାତି ରହି ସେମାନଙ୍କୁ ସୁସ୍ଥ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଜଣେ ରୋଗୀ ସୁସ୍ଥ ହେବାରେ ନର୍ସମାନଙ୍କର…

ମହିଳାଙ୍କୁ ଅସଦାଚରଣ : ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ

ଓଡ଼ଗାଁ,୫।୫(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ପଥରାପଲ୍ଲୀ ଗାଁର ଜଣେ ଯୁବକ ଜନୈକ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ଗାଁ ପୋଲିସ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ଯୁବକଙ୍କୁ ବିଚାର ବିଭାଗୀୟ…

ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ସୀତାଙ୍କ ଜନ୍ମ ଦିବସ ପାଳିତ

ଓଡ଼ଗାଁ,୫।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ସ୍ବର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଆଜି ପବିତ୍ର ବୈଶାଖ ଶୁକ୍ଲ ନବମୀ ତିଥଥିରେ ମା' ସୀତାଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ବୈଦିକ ବ୍ରାହ୍ମଣ ଶିବରାମ…

“ସିଦ୍ଧାନ୍ତ” ପତ୍ରିକାର ରୌପ୍ୟ ଜୟନ୍ତୀ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ତପ ଠାରେ ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ "ସିଦ୍ଧାନ୍ତ" ର ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଶ୍ରୀଶ୍ରୀ ଆନନ୍ଦ ମୂର୍ତ୍ତି ଙ୍କ ବାବାନାମକେବଳମ କୀର୍ତନ ଓ ଅନ୍ନପ୍ରାସନ

ବିଜେପୁର :-ବରଗଡ ଜିଲ୍ଲାର ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଳପଦର ଗ୍ରାମର କୀର୍ତ୍ତିଚନ୍ଦ୍ର ପଧାନ ଓ ଶୋଭଦ୍ରା ପଧାନ ଙ୍କ ନାତି ଏବଂ ଚୂଡ଼ାମଣି ପଧାନ ଓ ସୋନାଲି ପଧାନ ପୁତ୍ର ଚିନ୍ମୟ ଅନ୍ନପ୍ରାସନ ଓ ନାମକରଣ ଉତ୍ସବ ଆନନ୍ଦମାର୍ଗ ସଂସ୍ଥା ତରଫରୁ "ବାବାନାମକେବଳମ" ମନ୍ତ୍ର ଗାୟନ କରି…

ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ : ପ୍ରଥମ ସଂଧ୍ୟାର ନାଟକ “ଶେଷଇଚ୍ଛା” ମନ ମୋହିଲା

https://youtu.be/sDKw85aTinQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଦ୍ବାରା ସ୍ଥାନୀୟ ନଗର ଭବନ (ଟାଉନ୍ ହଲ୍) ଠାରେ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ର…

ଉଦଯାପିତ ହେଲା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ୨୦୨୫।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଯାଦବ ପଡିଆ ଠାରେ ନବ ନିର୍ମାଣ ସେନା ବାସୁଦେବପୁର ପକ୍ଷ ରୁ ଦୀର୍ଘ ଦଶ ଦିନ ଧରି ଚାଲି ଆସୁଥିବା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ୨୦୨୫ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ ଜାପାନୀ ଉତ୍ସବ ରେ…

ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ: ଗ୍ରାମସଭା ଅନୁଷ୍ଠିତ,ଆସନ୍ତା ୯ରେ ମହୋତ୍ସବ ଶୁଭଖୁଣ୍ଟି ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ)-ଗଞ୍ଜାମ ଜିଲ୍ଲାର ଅନ୍ୟତମ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁଁ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାମସଭା ବେଲଗୁଣ୍ଠା ବଡ଼ଦାଣ୍ଡରେ ଅନୁଷ୍ଠିତ…

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ

ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ ନବରଙ୍ଗପୁର ତା ୫/୫/୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଦେଶ ପାଇଁ ସହିଦ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଙ୍କ…

ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୦୫.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ବରିଷ୍ଠ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…