ତାଳପଦର ରାଜସ୍ବନିରୀକ୍ଷକ ଙ୍କ ବଦଳି ପାଇଁ ଦାବିପତ୍ର
ବିଜେପୁର ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ରାଜସ୍ଵ କାର୍ଯ୍ୟାଳୟରେ ଅବସ୍ଥାପିତ ଆର୍ଆଇଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ରାଜସ୍ବ ନିରୀକ୍ଷକ ପ୍ରିୟଙ୍କା ଯଶ୍ୱାଳ ଲୋକଙ୍କୁ ଠିକ୍ ଭାବେ ସେବା ଯୋଗାଉନାହାନ୍ତି। ଛାତ୍ରଛାତ୍ରୀ…