ଓଡ଼ଗାଁ ସମିତି ସଭ୍ୟଙ୍କ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ
ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଆଗ୍ରହକୁ ଗୁରୁତ୍ବ ଦେଇ ଓଡ଼ଗାଁ ପଞ୍ଚାୟତ ସମିତି ସଭ୍ୟମାନେ ରବିବାର ନୟାଗଡ଼ ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ । ସଭ୍ୟମାନେ ବୃଦ୍ଧା ଶ୍ରମ ବୁଲିବା ସହିତ…