କଳାହାଣ୍ଡି ଜିଲ୍ଲା ସ୍ତରୀୟ ପରାକ୍ରମ ଶୋଭାଯାତ୍ରା।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଭାରତର ସୁରକ୍ଷା ରେ ପ୍ରତ୍ୟେକ ନାଗରିକ। ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠା କୁ ବଜାଇ ରଖିବା ପାଇଁ ଭାରତୀୟ ସେନା ର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ,ବଳିଦାନ ଓ କର୍ତ୍ତ୍ୟବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ…

ବଜ୍ରାଘାତ ରେ ବୃଦ୍ଧା ମହିଳା ଙ୍କ ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ମୁଖ୍ୟ ରାସ୍ତାରେ ଆଜି ଅପରାହ୍ନରେ ବଜ୍ରାଘାତ ହେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଜଣକ ବୋରିଗାଁ ନିକଟ ଡଙ୍ଗରିଗୁଡ଼ା ଗ୍ରାମ ର ଦଶାଏ ପନକା (୫୬) ବୋଲି ଜଣା…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୟାଗଡ଼ (ବିଶ୍ୱଜିତ ନାୟକ) :– ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ  କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ  ବିଧାୟକ…

ଅପରେସନ୍ ସିନ୍ଦୂର’ର ପରାକ୍ରମ ପ୍ରଦର୍ଶନ କୁ ନେଇ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଆଜି ଗୁରୁବାର ମେ ମାସ ୧୫ ତାରିଖ ୨୦୨୫ ଭଞ୍ଜନଗରରେ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ କୁ ସମ୍ନାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍…

ଅପରେସନ୍ ସିନ୍ଦୂର ସଫଳତାର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ବୀର ସୈନିକ ମାନଙ୍କ ସାହସିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି କଲେଜ ଛକ, ବଜାର ଛକ , ନୂତନ ବସ ଷ୍ଟାଣ୍ଡ , ଗାନ୍ଧୀ ଛକ , ମହାରାଜ ପେଲେସ୍ , ମେଡିକାଲ ଛକ ,…

ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ 20ଟି କୋଚ୍ ସହିତ ଚଳାଚଳ କରିବ

16 ମଇ, 2025 ରୁ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ | ଭୁବନେଶ୍ୱର : ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମଇ ମାସ 16 ତାରିଖ (16.05.2025) ଠାରୁ 22895/22896 ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାମାନେ ଜଣେ ଜଣେ ରତ୍ନ: ପ୍ରଫେସର ରାୟ

ଭୁବନେଶ୍ୱର , ମଇ ୧୫: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନେ ନେଉଛନ୍ତି ଜଣେ ଜଣେ ରତ୍ନ। ସେବିକାବୃତି ଉଭୟ ଅର୍ଥନୈତିକ ଏବଂ ମାନସିକ ସ୍ତରରେ ବିକଶିତ ହେଉଥିବା ଖୁବ୍ ଆନନ୍ଦର ବିଷୟ ବୋଲି କହିଛନ୍ତି କଟକ ସ୍ଥିତ ନ୍ୟାସ୍‌ନାଲ୍ ଲ ୟୁନିଭର୍ସିଟି ଓଡ଼ିଶାର ଆଡଜଂଟ ପ୍ରଫେସର (ଡକ୍ଟର) ରୀତା ରାୟ।…

ବେଦାନ୍ତ ଆଲୁମିନିୟମରେ ଅନ୍ତର୍ଜାତୀୟ ପରିବାର ଦିବସ

ବୃହତ୍‍ ଆଲୁମିନିୟମ କାରଖାନାରେ କର୍ମଚାରୀଙ୍କ ପିତାମାତାଙ୍କୁ ସ୍ୱାଗତ ଝାରସୁଗୁଡା, ୧୫/୦୫/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍, 'ଗର୍ବିତ ପିତାମାତା' (ପ୍ରାଉଡ୍ ପ୍ୟାରେଣ୍ଟସ୍‍) ଆୟୋଜନ କରି ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରିଛି, ଯାହା ଏହାର…

ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ସୁନ୍ଦରଗଡ଼ ସହରରେ ଏଲ୍.ଟି. ଭିତ୍ତିଭୂମିର ବିକାଶ

ବୁର୍ଲା/ସୁନ୍ଦରଗଡ଼,: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ସୁନ୍ଦରଗଡ଼ ସହରରେ ଲୋ ଟେନସନ୍ (ଏଲ୍.ଟି.) ବିଦ୍ୟୁତ୍ ନେଟୱାର୍କକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବା ପାଇଁ ଏକ ପ୍ରମୁଖ ଭିତ୍ତିଭୂମି ବିକାଶ…

“ବହୁମୂଖୀ ଅଂଶୀଦାର ମଞ୍ଚ ଓ ପ୍ରାକୃତିକ କୃଷି ହେବ ଆଗାମୀ ପିଢୀ ନିମନ୍ତେ ବିକାଶର ମାନଦଣ୍ଡ”

ସେବକର ୩୦ତମ ପ୍ରତିଷ୍ଠା ଦିବସରେ ପ୍ରାକୃତିକ କୃଷିର ବିକାଶ ଓ ମଲ୍ଟି ଏକ୍ଟର ପ୍ଲାଟଫର୍ମ ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତି  ପ୍ରଦର୍ଶିତ ହେଲା ୧୫୦ ରୁ ଉର୍ଦ୍ଧ ପ୍ରକାରର ବିଲୁପ୍ତ ପ୍ରାୟ ଦେଶୀ ବିହନ  ମହୁଲଫୁଲ, ମିଳେଟ ରୁ ପ୍ରସ୍ତୁତ ସୁସ୍ଵାଦୁ ବ୍ୟଞ୍ଜନରେ ମହକିଲା ବିକାଶ ଭବନ…