ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା ): ଆଜି ମେ ମାସ ୧୮ ତାରିଖ ରବିବାର ଦିନ ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଭଞ୍ଜନଗରସ୍ତ ନିୟନ୍ତ୍ରଣ ବଜାର ସମ୍ମିଳନୀ କକ୍ଷ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ "ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା…

ହାପି ମୋମେଂଟ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ, ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ୱାବଧାନ ରେ ବଡ ଆଡମ୍ବର ସହିତ ବିଭିନ୍ନ ପ୍ରତିଯୋଗିତା, ଆଲୋଚନା ଚକ୍ର, ଓ ସମ୍ମାନ ସମାରୋହ ଆୟୋଜନ କରା…

ସରକାରୀ ଉଚ୍ଚ ବିଦ୍ୟାଳୟରୁ A1 ବର୍ଗରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର କୋଚିଂ ପ୍ରଦାନ ନିମନ୍ତେ ଅଭିଭାବକ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃ୍ଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି I ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ଶିକ୍ଷକ ତାଲିମ୍, ଶିକ୍ଷା ଦାନ ପ୍ରଣାଳୀ,ପରୀକ୍ଷା ପ୍ରଣାଳୀ ଆଦିରେ…

ମାଁ ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଦ୍ଵିବାର୍ଷିକ ଯାତ୍ରା ଅବସରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମହୋଦୟା ମାଁ ବ୍ରାହ୍ମଣ ଦେବୀଙ୍କ ସିଂହବାହିନୀ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି…

ଧର୍ମପରାୟଣ ମହିଳାଙ୍କ ଏକାଦଶାହରେ ଯୋଗଦେଲେ ବାଚସ୍ପତି

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ଶନିବାର ସନ୍ଧ୍ୟାରେ ବେଲଗୁଣ୍ଠା ଗୋପିନାଥ ସାହି ନିବାସୀ ଧର୍ମପରାୟଣ ମହିଳା ସ୍ଵର୍ଗତ ସରସ୍ଵତୀ ସ୍ଵାଇଁଙ୍କ ଏକାଦଶାହ ତିଥିରେ ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ସରସ୍ଵତୀ ବାଚସ୍ପତି ମହୋଦୟାଙ୍କ ଦୀର୍ଘ…

“ସୁକୁନ୍ ଫାଉଣ୍ଡେସନ” ଓ “ଜୟ ଓଡ଼ିଶା”ର ସହଯୋଗରେ ଏକ ରକ୍ତଦାନ ଶିବିର

ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି, "ସୁକୁନ୍ ଫାଉଣ୍ଡେସନ", "ଜୟ ଓଡ଼ିଶା"ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଏହା ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲ, ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି । ଏହା "ଜୟ ଓଡ଼ିଶା"ର "ରକ୍ତଦାନ" ଅଭିଯାନ ର କ୍ରମ ଗତ…

ବାଉଁଶ ପୋଲ ହିଁ ସାହା ଭରସା, ୨ ବର୍ଷ ହେବ ତିଆରି ଚାଲିଛି ରାସ୍ତା ।

କେନ୍ଦୁଝର,ତା୧୮/୫- କେତେ ସରକାର ଗଲେଣି ତଥାପି ଅଭାବ ଅସୁବିଧା ଲାଗି ରହିଛି କେନ୍ଦୁଝର ଜିଲ୍ଲାରେ ପୋଲ ନଥିବାରୁ ଲୋକେ ବାଉଁଶ ପୋଲ ବ୍ୟବସ୍ଥାରେ ଚଳି ଯାଉଥିବା ଦେଖାଯାଇଛି। ସୂଚନା ମିଳିଛି କି ଘଟଗାଁ ବ୍ଲକ୍ ଅନ୍ତର୍ଗତ ପଣ୍ଡାପଡା ଗ୍ରାମ ପଞ୍ଚାୟତର କମାରଗୋଡା ଗ୍ରାମର ୧୦ ନଂ ୱାର୍ଡ,ବାଘୁଆ…

କଳିଙ୍ଗ ଆଇରନ ୱାର୍କ୍ସର ପ୍ରାକ୍ତନ କର୍ମଚାରୀ ଶଚୀନ୍ଦ୍ର ନାଥ ସାହୁଙ୍କ ବିୟୋଗ।

କେନ୍ଦୁଝର,ତା୧୮/୫- ଲୌହ ସହର ବଡ଼ବିଲର କଳିଙ୍ଗ ଆଇରନ ୱାର୍କ୍ସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଶଚୀନ୍ଦ୍ର ନାଥ ସାହୁ ଉପ ପରିଚାଳକ ପଦରୁ ଅବସର ନେଇଥିଲେ। କଳିଙ୍ଗ ଆଇରନ ୱାର୍କ୍ସ ଯେତେ ବେଳେ ଲାଭ କରି ଚାଲିଥିଲା ସେତେବେଳେ ଶ୍ରୀ ସାହୁଙ୍କ ପରି କିଛି ନିଷ୍ଠାପର କର୍ମଚାରୀ ସେଠାରେ…

ବିଶ୍ୱ ପାଳନ କଲା ୧୨ତମ ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର, ୧୭ ।୫: ସମଗ୍ର ବିଶ୍ୱରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ୩୫ଟି ସହର, ଭାରତର ବିଭିନ୍ନ ସହର ସହ ବିଶ୍ୱର ପ୍ରାୟ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୨ତମ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଛି । ଭାରତର…

“ଏସଇବିସି ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ, ଓବିସିଙ୍କୁ ଅଲଗା ୨୭% ଦିଆଯାଉ”

ସମ୍ବଲପୁର, ତା ୧୭ ମେ ୨୦୨୫ - ନିକଟ ଅତୀତରେ କେନ୍ଦ୍ର ସରକାର ଦେଶର ଜାତିଗତ ଜନଗଣନା କରିବାକୁ କେବିନେଟରେ ନିସ୍ପତି ନେଇଥିବାରୁ ରାଜ୍ୟ ଓବିସି ମଂଚ ଓଡିଶା ତରଫରୁ ସାଧୁବାଦ । ବିଳମ୍ବରେ ହେଲେ ହେଁ ଏହା ସ୍ୱାଗତ ଯୋଗ୍ୟ । ଯଥାଶିଘ୍ର ଜାତି ଜନଗଣନା କରାଇ ଶିକ୍ଷା(ସରକାରୀ ଓ ବେସରକାରୀ…