ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି
ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍’ ପ୍ରୟାସ ପରେ ଏହି ବ୍ରାଣ୍ଡ୍ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ରଥ ଯାତ୍ରା ସେବାକୁ ସମ୍ପ୍ରସାରିତ କଲା
ପୁରୀ : ଚଳିତ ବର୍ଷ ରଥ ଯାତ୍ରାରେ ଯାହା ଏକ!-->!-->!-->!-->!-->!-->!-->…