ମଶା ଧୂଆଁରୁ ପୋଡିଗଲା ଗୁହାଳ – ଗାଈ ଜୀବନ୍ତ ଦଗ୍ଧ

ଅସ୍ତରଙ୍ଗ :ଶନିବାର ବିଳମ୍ବିତ ରାତିରେ ମଶା ଧୂଆଁରୁ ନିଆଁ ଲାଗି ଅସ୍ତରଙ୍ଗ ଥାନା ମାଳଦା ଗ୍ରାମର ମହେଶ୍ବର ବିଶ୍ଵାଳଙ୍କ ଗୁହାଳ ସମ୍ପୂର୍ଣ ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଗୁହାଳରେ ବନ୍ଧା ହୋଇଥିବ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏ ନେଇ ଶ୍ରୀ ବିଶ୍ବାଳ ଅସ୍ତରଙ୍ଗ ତହସିଲଦାର ଓ…

ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଲେଫ୍ରୀପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି…

ତେନ୍ତୁଳିଖଣ୍ଟି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର

ନବରଙ୍ଗପୁର ତା୩୦.୬.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ…

ଅଟୋରେ ମହାବାହୁ ; ଅଭାବ ଭିତରେ ସଂସ୍କୃତିକୁ ବଞ୍ଚାଇବାର ପ୍ରୟାସ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନା ଅଛି ମାଉସୀ ମାଆ ମନ୍ଦିର, ନା ଅଛି ରଥ I ତଥାପି ମହାପ୍ରଭୁଙ୍କ ମନ ନ ଭାଙ୍ଗିବା ପାଇଁ ଗ୍ରାମବାସୀ ବର୍ଷ ବର୍ଷ ଧରି ଆୟୋଜନ କରୁଛନ୍ତି ମହାପ୍ରଭୁଙ୍କ ଘୋଷଯାତ୍ରା I ରଥ ଅଭାବରେ ଏକ ଡାଲା ଅଟୋରେ ଠାକୁର କରନ୍ତି ନଗର ପରିକ୍ରମା I ଏହିଭଳି ଦୃଶ୍ୟ ଦେଖିବାକୁ…

ବରାହ ବେଶ ଓ ନାରାୟଣ ବେଶରେ ଦର୍ଶନ ଦେଲେ ଜଗନ୍ନାଥ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- 30/06,ବେଲଗୁଣ୍ଠାର ଶ୍ରୀଜଗନ୍ନାଥ ମହାପ୍ରଭୁ ମାଉସୀମା' ମନ୍ଦିରରେ ପହଞ୍ଚବା ପରେ ଦ୍ୱିତୀୟ ଦିନ ପେଣ୍ଠ ସାହି ରେ ବରାହ ଅବତାରରେ ଭକ୍ତଙ୍କୁଦର୍ଶନ ଦେଇଛନ୍ତି।ସେହିପରି ବାଲିଡ଼ି ସାହିରେ ଜଗନ୍ନାଥ ନାରାୟଣ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଦୁଷ୍ଟଙ୍କୁ…

ବରାହ ଓ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ବରାହ ଓ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଠାକୁରଙ୍କ ବରାହ ଓ ନୃସିଂହ ଅବତାର ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥିଲା।…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

ଚିକିତ୍ସା ନୁହେଁ, ସୁସ୍ଥ ଜୀବନ ବଞ୍ଚିବା ଶିଖାଇଥିବା ଡାକ୍ତରଙ୍କୁ ସଲାମ

ଭୁବନେଶ୍ୱର, ୩୦ ଜୁନ୍, ୨୦୨୫: ଡାକ୍ତର ମାନେ ସବୁ ସମୟରେ ଆମଙ୍କୁସୁସ୍ଥ ରହିବା ପାଇଁ ଉପଯୁକ୍ତ ପରାମର୍ଶ ଦେଇଥାନ୍ତି । ଡାକ୍ତରକେତେବେଳେ ଆମକୁ ହସ ହସ ମୁହଁରେ ତ କେବେ ସମସ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପରାମର୍ଶ ଦେଇଥାନ୍ତି, କିନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ସେ ସର୍ବଦା ଯତ୍ନଶୀଳ। ସମୟ…

“କୃଷକଙ୍କୁ ପର୍ଯ୍ୟାପ୍ତ ବଜାର ସୁବିଧା ସହ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ବଳକା ଶସ୍ୟର ସୁରକ୍ଷା ଆମର…

ଭୁବନେଶ୍ୱର:- ୩୦/୦୬/୨୦୨୫:ଆଜି ଲୋକସେବା ଭବନରେ ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଏକ ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କୃଷି ଏକ ଅବିରତ ପ୍ରୟାସ । ଏହା ବର୍ଷସାରା ଲୋକଙ୍କୁ ଦାନା ଯୋଗାଇ ଦେବା ସହ ରୋଜଗାରର ସ୍ରୋତ…

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ତାଙ୍କର ମୋଟ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ ଜଣ ଡିଏସପି, ୮ ଜଣ…