Sign in
Sign in
Recover your password.
A password will be e-mailed to you.
ଶରଧାବାଲିରେ ଘଟଣାସ୍ଥଳ ପରିଦର୍ଶନ କଲା କଂଗ୍ରେସ ସ୍ବତନ୍ତ୍ର କମିଟି
ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ
ମୃତକଙ୍କ ପରିବାରକୁ ୫୦ ଲକ୍ଷ ଏବଂ ଗୁରୁତର ଭାବେ ଆହତଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଦାବି କଲା କମିଟି
ପୁରୀ ତା ୨୯/୬ (ଅନିମେଶ ପଟ୍ଟନାୟକ): ରବିବାର କଂଗ୍ରେସର ସ୍ବତନ୍ତ୍ର କମିଟି ଶରଧାବାଲି ଘଟଣାସ୍ଥଳ ବୁଲି…
ଯୋଖିପାଲିରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ୧୦ଦିନ ପର୍ଯ୍ୟନ୍ତ ରଥାରୁଢ଼ ହୁଅନ୍ତି ତିନିଠାକୁର
ବିଜେପୁର :-ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀ ଗୁଣ୍ଡିଚା କୁ ରଥରେ ଯାଇଥାନ୍ତି ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ…
ମତ୍ସ୍ୟ ଓ କଚ୍ଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ଠାକୁରଙ୍କ ଆଳତି ଦର୍ଶନ
https://youtu.be/YyUyhogU03Q
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ମତ୍ସ୍ୟ ଓ କଚ୍ଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ । ଠାକୁରଙ୍କ ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼…
ଗୁରୁଗ୍ରାମରେ ମହା ସମାରୋହ ସହକାରେ ରଥଯାତ୍ରା ସମ୍ପନ୍ନ
ଗୁରୁଜୀଙ୍କ ଦ୍ଵାରା ଛେରା ପହଁରା, ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ
ହରିଆଣା ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଯୋଗଦାନ
ଗୁରୁଗ୍ରାମ : ଗୁରୁଜୀ ଡକ୍ଟର ଚନ୍ଦ୍ର ଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗ ଦର୍ଶନ ରେ ଗୁରୁଗ୍ରାମ୍ ସ୍ଥିତ ସାଇ କା ଆଙ୍ଗନ୍ ଠାରେ ପବିତ୍ର…
ଜଗନ୍ନାଥଙ୍କ ପାଖରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ: ବିଜେଡି
ଶରଧାବାଲି ଅଘଟଣରେ ମୃତୁ୍ୟବରଣ କରିଥିବା ତିନି ଜଣଙ୍କ ପରିବାର ସହିତ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କଥା ହୋଇ ସମବେଦନା ଜଣାଇଲେ
ଅଘଟଣ ସମୟରେ କୌଣସି ପ୍ରଶାସନିକ ବା ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ନଥିଲେ
ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ୱୟ ଅଭାବ କୋଟି କୋଟି…
ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ରବିବାର) ଗଜପତି ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ…
ରଥ ସମ୍ମୁଖରେ ଦଳାଚକଟା ୩ ମୃତ ୮୦ ଆହତ
ଦୂର୍ଘଟଣା ପରେ ସରକାରଙ୍କ ବଡ ପଦକ୍ଷେପ
ବଦଳିଲେ ଜିଲ୍ଲାପାଳ ତ ଏସପି
ଚଞ୍ଚଳ ରାଣା ଓ ପିନାକ ମିଶ୍ରଙ୍କୁ ପୁରୀ ଦାୟିତ୍ବ
ପୁରୀ,୨୯/୬- ରବିବାର ଭୋରୁ ଭୋରୁ ତିନିରଥ ସମ୍ମୁଖରେ ଦଳାଚକଟା ଓ ଠେଲାପେଲାରେ ୩ ମୃତ ୮୦ ଆହାତ ହୋଇଛନ୍ତି । ଏହି ଅଘଟଣ ଭୋର ୪ଟା ୨୦ ମିନିଟରେ…
ପୁଣି ବଡ଼ରମା ଘାଟିରେ ଦୁର୍ଘଟଣା, ଚିନ୍ତା ବଢ଼ାଉଛି ଦୈନନ୍ଦିନ ଦୁର୍ଘଟଣା
ଜମନକିରା ୨୯। ୬(ଲିପନ ନାଏକ): ଜମନକିରା ଥାନା ୫୩ନମ୍ବର ଜାତୀୟ ରାଜପଥ ବଡ଼ରମା ଘାଟିରେ ରବିବାର ଅପରାହ୍ନରେ ଏକ ଘରୋଇ ବସ ଏବଂ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। କୁଚିଣ୍ଡା ରୁ ସମ୍ବଲପୁର ଯାଉଥିବା ନୀଲାଞ୍ଚଲ ବସ ରେଜିଷ୍ଟେସନ ନମ୍ବର ଓଡି ୧୫ଜି ୫୪୫୫ ଗାଡ଼ି ସହିତ ବିପରୀତ…
ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗରେ ଟିପିସିଓଡିଏଲ ଲାଇନ ମ୍ୟାନ ଅଟକ
ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଦ୍ୟୁତ ବିଭାଗ (ଟିପିସିଓଡିଏଲ) ରେ କାର୍ଯ୍ୟରତ ପୂର୍ଣ୍ଣଚନ୍ଦ୍ର ସେଠି ନାମକ ଜଣେ ଲାଇନମ୍ୟାନ ଚାର୍ଜ ହୋଇନଥିବା ଏକ ବିପିଏଲ ଟ୍ରାନ୍ସଫର୍ମର ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।ପ୍ରକାଶ ଥାଉକି,…
ଓଡ଼ଗାଁ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩ୟ ଦିନ
ଜଟଣୀ ଏବଂ କେଉଁଝର ମଧ୍ୟରେ ହେବ ଫାଇନାଲ ଖେଳ
ଓଡ଼ଗାଁ,୨୮।୬(ଶ୍ରୀକାନ୍ତ କୁମାର ମିଶ୍ର) :ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ପ୍ରତିହାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ଶନିବାର ୩ୟ…