କୃଷିରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱିତୀୟ ସବୁଜ ବିପ୍ଳବ କରାଇବ

ଭୁବନେଶ୍ୱର, ଜୁଲାଇ ୧: ଭାରତୀୟ କୃଷିରେ ଦ୍ୱିତୀୟ ସବୁଜ ବିପ୍ଳବ ହେବାକୁ ହେଲେ ପ୍ରଯୁକ୍ତି ବିଦ୍ୟାର ଅଭିନବତ୍ୱ ତଥା ସାମଗ୍ରିକ ବିକାଶ ହିଁ ଏହାର କର୍ଣ୍ଣଧାର ହେବ ବୋଲି ଜଣେ ପ୍ରମୁଖ କୃଷି ବିଶେଷଜ୍ଞ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲଚରାଲ…

ଲାୟନ୍ସ କ୍ଲବ ତରଫରୁ ଜାତୀୟ ଡାକ୍ତର ଦିବସ ପାଲିତ:

ପଦ୍ମପୁର: ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର,ଆଧୁନିକ ଯୁଗର ତ୍ରାଣକର୍ତ୍ତା । ଜୀବନ ରକ୍ଷକ ଭାବେ ସେମାନଙ୍କର ସମର୍ପଣ ଓ ଭୂମିକାକୁ ନେଇ ଆଜି ସମଗ୍ର ବିଶ୍ୱ ରେ ପାଳିତ ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସମର୍ପଣ ଓ ଅବିଚଳିତ…

ଭୁବନେଶ୍ୱର ମହାନଗର ନିଗମ ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

https://youtu.be/d9dO1NvNs7A ଭୁବନେଶ୍ୱର,(ଶାସକ ପ୍ରଶାସକ)ତା.୦୧/୦୭: ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ନିମ୍ନଲିଖିତ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ…

ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଅଧିକ ୠଣ ଦେବାକୁ ପରାମର୍ଶ ଭୁବନେଶ୍ୱର/୧ ଜୁଲାଇ ୨୦୨୫: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ…

“ଚାଷୀଙ୍କ ପାଖରେ ଥିବା ବଳକା ଧାନକୁ ସରକାର କିଣନ୍ତୁ”

ରବି ଧାନ ସଂଗ୍ରହକୁ ନେଇ ବିଜେଡିର ଉଦବେଗ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ତିନି ସୂତ୍ର ଦାବି ରଖିଲା ବିଜେଡି ଟୋକନ ଅବଧିକୁ ଏକମାସ ବୃଦ୍ଧି କରାଯାଉ ଏନେଇ କେବଳ ବିବୃତ୍ତି ନୁହେଁ, ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଉ ଭୁବନେଶ୍ୱର, ୩୦/୦୬/୨୦୨୫: ରବି ଧାନ…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତୁରନ୍ତ ଇସ୍ତଫା ଦିଅନ୍ତୁ

ପୁରୀ ଶରଧାବାଲିରେ ଦଳଚକଟାରେ ମୃତୁ୍ୟବରଣ କରିଥିବା ଭକ୍ତଙ୍କ ପାଇଁ ସରକାର ଦାୟୀ: ବିଜେଡି ଅଘଟଣ ସମୟରେ କୌଣସି ପ୍ରଶାସନିକ ଅଫିସର ଓ ପୋଲିସ୍ ନଥିଲେ କ’ଣ ପାଇଁ ? ଭୁବନେଶ୍ୱର, ୩୦/୦୬/୨୦୨୫: ଚଳିତବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ବୋଲି ସରକାର ବାରମ୍ବାର ଦାବି…

ଭଞ୍ଜନଗର ବସଷ୍ଟାଣ୍ଡ୍ ର କଦର୍ଯ୍ୟ ପରିମଳ ବ୍ୟବସ୍ଥା ପାଇଁ ସାଧାରଣ ରେ ନିନ୍ଦା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଂଜାମ ଜିଲ୍ଲାର ପ୍ରମୂଖ ବ୍ଲକ ମଧ୍ୟରେ ଭଞ୍ଜନଗର ବ୍ଲକ ଓ ଏଥି ମଧ୍ୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁନାମ ଓଡିଶା ରେ ଅଛି। କାରଣ ଏଠିକାର ସ୍ଵଛତା ସୁନ୍ଦରତା ଓ ପରିମଳ ଉପରେ ଅନେକ ଗୁରୁତ୍ୱ ଦେଇଥାନ୍ତି,କିନ୍ତୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ…

ରାଜେଶ ପୁରୀ ଜିଲ୍ଲା କଂଗ୍ରେସ କମିଟିର ମଧ୍ୟବର୍ତ୍ତୀକାଳୀନ ସଭାପତି ନିଯୁକ୍ତ

ପୁରୀ, (ଅନିମେଶ ପଟ୍ଟନାୟକ): ରାଜେଶ କୁମାର ମିଶ୍ରଙ୍କୁ ପୁରୀ ଜିଲ୍ଲା କଂଗ୍ରେସ କମିଟି (ଡିସିସି)ର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେ ଜଣେ ବିଶିଷ୍ଟ ବ୍ୟବସାୟୀ ଏବଂ ଉତ୍ସର୍ଗୀକୃତ ସାମାଜିକ କର୍ମୀ । ସେ ବହୁ ବର୍ଷ ଧରି ଭାରତୀୟ ଜାତୀୟ କଂଗ୍ରେସର ସକ୍ରିୟ ସଦସ୍ୟ…

ସୋଆ ଉପକୁଳପତିଙ୍କୁ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ୍ ଅଫ୍ ଗ୍ଲାସଗୋ ଫେଲୋସିପ୍ ସମ୍ମାନ

ଭୁବନେଶ୍ୱର, ଜୁନ୍ ୩୦ : ଦନ୍ତ ଚିକିତ୍ସା, ଶିକ୍ଷା, ଗବେଷଣା, ନୂତନତା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ସହଭାଗିତା) ପ୍ରଫେସର (ଡାକ୍ତର) ନୀତା ମହାନ୍ତିଙ୍କୁ ସମ୍ମାନଜନକ ରୟାଲ କଲେଜ…

ରଥଯାତ୍ରା ର ସମୀକ୍ଷା କଲେ ଅରବିନ୍ଦ ଅଗ୍ରୱାଲ ଓ ଜିଲ୍ଲାପାଳ ଚଞ୍ଚଳ ରାଣା

ପୁରୀ (ଅନିମେଶ ପଟ୍ଟନାୟକ): ରଥଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉ ମାନେ ଆଡପ ମଣ୍ଡପ କୁ ବିଜେ କରି ସାରିଛନ୍ତି।ବର୍ତ୍ତମାନ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ ଭାବେ ପରିଚାଳନା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି ଆହ୍ବାନ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଏବଂ…