ବରଗଡ଼ ରୋଡ୍-ନୱାପଡ଼ା ରୋଡ୍ ନୂତନ ବ୍ରଡ୍ ଗେଜ୍ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି I

ଭୁବନେଶ୍ୱର, ୧୧ ଜୁଲାଇ ୨୦୨୫: ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ସ୍ୱରୂପ, ବରଗଡ଼ ରୋଡ୍ ଏବଂ ନୱାପଡ଼ା ରୋଡ୍ ମଧ୍ୟରେ ୧୩୮.୩୨ କିଲୋମିଟର ଦାର୍ଘ୍ୟ ବିଶିଷ୍ଟ ନୂତନ ବ୍ରଡ୍ ଗେଜ୍ (ବିଜି) ରେଳ ଲାଇନ କାର୍ଯ୍ୟକାରୀ କରିବାରେ ଭାରତୀୟ ରେଳବାଇ ଦୃଢ…

ବିପଦପର୍ଣ୍ଣ ବିଦ୍ୟୁତ ତାର ରେ ପଡିଛି ଶୁଖିଲା ଗଛ

ଜମନକିରା ୧୦/୦୭ (ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ଛକ ରେ ଏକ ଖୋଲା ବିଦ୍ୟୁତ ତାର ଉପରେ ଏକ ଶୁଖିଲା ଗଛ ପଡିବା ଅବସ୍ଥା ରେ ଝୁଲି ରହିଛି, ଯଦି ଗଛ ଟି ବିଦ୍ୟୁତ ତାର ଉପରେ ପଡେ ତାହେଲେ ଫାଶୀମାଲ ଲାଇଡା ମୁଖ୍ୟ ରାସ୍ତା ଉପରେ ପଡିବ ଯା ଫଳରେ…

ପନ୍ତିଖାରୀ ନୀଳକଣ୍ଠେଶ୍ଵରଙ୍କ ଠାରେ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞ ଉଦଯାପିତ

ଓଡ଼ଗାଁ,୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଶାସନ ଗ୍ରାମରେ ବିରାଜିତ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ପୀଠରେ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ୭୪ ତମ ବୃଷ୍ଟି ଯଜ୍ଞ ଗୁରୁବାର ଉଦ‌ଯାପିତ ହୋଇଯାଇଛି।ପନ୍ତିଖାରୀ ଏବଂ ନୋତରପଲ୍ଲୀ ଗାଁ ମିଳିତ…

ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ମହୋତ୍ସବ ପାଳିତ

ଗରଦପୁର- ଆଜି ଥିଲା ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବସନ୍ତପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସକାଳ ୫.୩୦ ରେ କାକଡ଼ ଆରତି, ସକାଳ ୬.୩୦ ରେ…

ଜଳବାୟୁ ପରିବର୍ତନକୁ ନେଇ ସାରା ବିଶ୍ୱ ଏବେ ବିବ୍ରତ

ଭୁବନେଶ୍ୱର, ଜୁଲାଇ ୧୦ : ବିଶ୍ୱରେ ବର୍ତମାନ ସଂକଟ ସୃଷ୍ଟି କରିଥିବା ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ତାପନର ପ୍ରଭାବକୁ ନେଇ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୀତିଜ୍ଞମାନେ ଚିନ୍ତାପ୍ରକଟ କରିବା ସହ ପରିବେଶକୁ ବଂଚାଇବା ନିମନ୍ତେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ…

ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୃହ ଉଦଘାଟନ

  ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ପ୍ରକୃତି ବିହାର ଅଞ୍ଚଳରେ ନୂତନ ନିର୍ମିତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ଏହି ଶୁଭ ଅବସରରେ ସ୍ଥାନୀୟ ବିଡ଼ିଓ ସରୋଜ…

ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ସ୍ଥିତ ବଡ ରାଧାକାନ୍ତ ମଠ ନିକଟରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ହାଇଟେକ ଗ୍ରୁପ୍ ର ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ ଏବଂ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ଦ୍ବାରା ପ୍ରସାଦ ସେବନର ଆୟୋଜନ…

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫: କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି

 କ୍ରୀଡ଼ାବିତ୍‍ ପ୍ରତିନିଧିତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ  ରାଜ୍ୟ ଭାବରେ ଓଡ଼ିଶା ଦ୍ୱିତୀୟ  ଭୁବନେଶ୍ୱର, ୧୦ ।୭: ଜୁଲାଇ୧୬ ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ…

ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ରେ ଗୁରୁ ପୂର୍ଣିମା ଉତ୍ସବ ଶ୍ରଦ୍ଧା, ଭକ୍ତି ଓ ଗରିମା ସହିତ ଅନୁଷ୍ଠିତ

ରାଉରକେଲା,(ବସନ୍ତ କୁମାର ଜେନା): ଭାରତୀୟ ବଜାରରେ ୫୦ ବର୍ଷ ଧରି ଗୁଣବତ୍ତା ଓ ପାରମ୍ପରିକତାର ପରିଚାୟ ହୋଇଥିବା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି କାରଖାନା ପରିସରରେ ଗୁରୁ ପୂର୍ଣିମା ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ଭାବେ ଉଦ୍‌ଯାପିତ ହୋଇଛି। କାର୍ଯ୍ୟକ୍ରମର ଆରମ୍ଭ…

ଭାରତ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା): ଭାରତ ବିକାଶ ପରିଷଦ, ରାଉରକେଲା ଶାଖା ର ପ୍ରତିଷ୍ଠା ଦିବସ ସେକ୍ଟର ୨୧ ସ୍ଥିତ ଉତ୍ତମ ବସ୍ତି ଠାରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…