Sign in
Sign in
Recover your password.
A password will be e-mailed to you.
ପଟ୍ଟାମୁଣ୍ଡାଇରେ ଅବୈଧ ଦୋକାନ ଉଚ୍ଛେଦ
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି। ସରକାରୀ ଜମି ଉପରେ ଦୀର୍ଘଦିନ ଧରି ବସିଥିବା ଅବୈଧ ଦୋକାନୀ ମାନଙ୍କୁ ହଟାଇବା ପାଇଁ ଏହି…
ସେବାପର୍ବ ୨୦୨୫ ଉପଲକ୍ଷେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ "ସେବାପର୍ବ- ୨୦୨୫" ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ବୃତ୍ତିଗତ ଚିତ୍ରକର ମାନଙ୍କ ମଧ୍ୟରେ…
ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ l
ଅସ୍ତରଙ୍ଗ: ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ ହୋଇ ଜାଇ ଅଛି l ଚଳିତ ମାସ ୨୦ ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି,…
ଅନ୍ତ ରାଷ୍ଟ୍ରୀୟ ସାଗର ତଟ ସ୍ୱଚ୍ଛତା ଦିବସ:ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର।
ବାସୁଦେବପୁର - ଭଦ୍ରକ ଜିଲ୍ଲା ରେ ସାଗର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ସାଗର ତଟ ସ୍ବଚ୍ଛତା ଦିବସ, ସ୍ବଚ୍ଛ ସାଗର , ସୁରକ୍ଷିତ ସାଗର ଦିବସ ପାଳନ ଚାରୋଟି ସ୍ଥାନ ରେ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ସୁବାସ ବେହେରା ଙ୍କ ସଂଯୋଜନା ରେ ବାସୁଦେବପୁର ବ୍ଳକ ର ଚୁଡ଼ାମଣି ଓ କଶିଆ ଠାରେ…
ଜାରିଂ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ସମାପ୍ତ
ବିଜେପୁର :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ପକ୍ଷ ପାଳନର ଅବସରରେ ବିଜେପୁର ବ୍ଲକ ଜାରିଂରେ ଆଜି ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ଆୟୋଜିତ ହୋଇ ସଫଳତାର ସହିତ ସମାପ୍ତ ହୋଇଯାଇଛି। ଏହି ଉଦ୍ୟମରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା, ସମାଜସେବୀ, ସଚେତନ ଯୁବକମାନେ ଓ ଗ୍ରାମବାସୀଙ୍କ…
ଉତ୍କଳ ଆଲୁମିନା ପକ୍ଷରୁ ଜାତୀୟ ପୃଷ୍ଟି ମାସ ପାଳିତ
୩ଟି ଗାଁରେ ଗର୍ଭବତୀ ମହିଳାଙ୍କୁ ପୃଷ୍ଟି ଜାତୀୟ ଖାଦ୍ୟ କିଟ୍ ବିତରଣ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଜାତୀୟ ପୃଷ୍ଟି ମାସ ପାଳିତ ହୋଇଯାଇଛି। ଏହି ପରିପ୍ରେକଷୀରେ କାଶୀପୁର ବ୍ଲକ ଅନ୍ତର୍ଗତ…
୩ ହଜାର ଚାଷୀଙ୍କୁ ୨୨୨ ବାସ୍ତା ୟୁରିଆ, ନିରାଶ ହୋଇ ଫେରିଲେ ଚାଷୀ
ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସମବାୟ ସମିତି ଅଧୀନରେ ୩ ପଞ୍ଚାୟତ ଇଚ୍ଛାପୁର, ଅରିଲୋ, ଗରାମ ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ବ ଚାଷୀ ରହିଛନ୍ତି । ଏହି ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇଚ୍ଛାପୁର ସମିତିକୁ ମାତ୍ର…
ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧୁକାରୀଙ୍କ ବଦଳି
ରାଜଗାଙ୍ଗପୁର,19-09-25.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧୁକାରୀ ଭାବେ ମାତ୍ର ୪ମାସ ତଳେ ଦାୟିତ୍ବ ଗ୍ରହଣ କରିଥିବା କାର୍ଯ୍ୟନିର୍ବାହୀ ଅଧୁକାରୀ କିରଣ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଛି । ଯାହା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ସେ ଗତ ଜୁନ୍ ୧୬ ତାରିଖରେ…
ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’
ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଏହାର ସିଏସ୍ଆର ପ୍ରୟାସ ‘ପ୍ରୋଜେକ୍ଟ ଆରୋଗ୍ୟ’ ଜରିଆରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଲପଙ୍ଗାରେ ଗ୍ରାମୀଣ ସ୍ୱାସ୍ଥ୍ୟଯନôକୁ ସୁଦୃଢ କରୁଛି । ଏହି ପ୍ରକଳ୍ପ ଏହାର ଗୋଷ୍ଠୀ ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର…
ଅବ୍ୟବସ୍ଥା ଘେରରେ ଓଲରା ସରକାରୀ ଆୟୁର୍ବେଦ ଡାକ୍ତରଖାନା
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଓଲରା ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ୩୩ ବର୍ଷ ତଳେ ସରକାରୀ ଆୟୁର୍ବେଦ ଡାକ୍ତରଖାନା ଖୋଲା ଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ତାହା ଯେମିତି ଥିଲା ସେମିତି ରହିଛି । ସରକାରୀ…