Sign in
Sign in
Recover your password.
A password will be e-mailed to you.
ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର, ଜୁଲାଇ ୨୨: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଓଡ଼ିଶାରେ ବୁଧବାର ରାତିରୁ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ…
ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ କଲେ ସମ୍ ନ୍ୟୁରୋସର୍ଜନ: ପୂର୍ବ ଭାରତରେ ପ୍ରଥମ
ଭୁବନେଶ୍ୱର, ଜୁଲାଇ ୨୨: ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ଡାକ୍ତରୀ ଟିମ୍ ସଫଳତାର ସହ ଏକ ଅତ୍ୟାଧୁନିକ ତଥା ଜଟିଳ ନ୍ୟୁରୋସର୍ଜରୀ ସମ୍ପାଦିତ କରିଛନ୍ତି । ରୋଗୀକୁ ସଚେତନ ଅବସ୍ଥାରେ ରଖି କର୍ଟିକାଲ୍ ଓ ସବ୍କର୍ଟିକାଲ୍…
ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର…
ନ୍ୟୁବର୍ଗ ଗ୍ରୁପ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ସମଗ୍ର ଝାଡ଼ଖଣ୍ଡରେ ନିଦାନ ସୁବିଧା ଆରମ୍ଭ କରିବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଛି, ହର୍ମୁ କଲୋନିରେ ୩୦ କୋଟି ଟଙ୍କା ବ୍ୟୟରେ ପ୍ରଥମ କେନ୍ଦ୍ର ସ୍ଥାପନା ସହିତ ଶୁଭାରମ୍ଭ ହୋଇଛି।
ରାଞ୍ଚି : ଭାରତରେ…
ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ,ଓ କଦଳୀ ବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମା’ପାଇଁ…
ଓଡ଼ଗାଁ,୨୧।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ କଦଳୀ ବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ମା'ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲିକଙ୍କ…
ଓଡ଼ଗାଁ ବନବିଭାଗର ଚଢାଉ : ୧୨୦ ଖଣ୍ଡ ଶାଗୁଆନ ପଟ୍ଟା ସହିତ ଟ୍ରାକ୍ଟର ଓ ବାଇକ୍ ଜବତ, ଜଣେ ଗିରଫ
ଟ୍ରାକ୍ଟର ମାଡ଼ି ବନକର୍ମଚାରୀଙ୍କ ଗୋଡ଼ ହାତ ଭାଙ୍ଗିଲା
ଓଡ଼ଗାଁ,୨୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ବନକର୍ମଚାରୀ ମାନେ ସୋମବାର ଭୋର ୪ ସମୟରେ ଓଡ଼ଗାଁ ପାଇକ ସାହି ଠାରୁ ଏକ ନମ୍ବର ବିହୀନ ଟ୍ରାକ୍ଟର ସହିତ ୧୨୦ ଖଣ୍ଡ ଶାଗୁଆନ ପଟ୍ଟା ଜବତ କରିଥିଲେ…
ବେଲପଡ଼ା କଲେଜ୍ ରେ ଯୌନ ଉତ୍ପୀଡନ ବିରୋଧୀ ସଚେତନା କାର୍ଯ୍ୟକ୍ରମ.
ବଲାଙ୍ଗିର:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲାପଡାରେ ଅଧ୍ୟକ୍ଷ ଶ୍ରୀମାନ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଯୌନ ଉତ୍ପୀଡନ ର ଶିକାର ହେଉଥିବା ମହିଳା କର୍ମଚାରୀ ଓ ଛାତ୍ରୀ ମାନଙ୍କ ଉପରେ ଏକ କର୍ମଶାଳା ଆଜି ଆୟୋଜିତ…
ଦମକଳ ଗାଡି ଧକ୍କାରେ କଲେଜ ଛାତ୍ର ମୃତ; ତୁଳସୀଚଉରା ଛକରେ ରାସ୍ତାରୋକ
ପୁରୀ,୨୧/୭ (ଅନିମେଶପଟ୍ଟନାୟକ): ସୋମବାର ମଧ୍ଯାହ୍ନରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ ତୁଳସୀଚଉରା ନିକଟରେ ଦମକଳ ଗାଡି ଧକ୍କାରେ ଜଣେ କଲେଜ ଛାତ୍ର ମୃତ୍ଯୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ଚନ୍ଦନପୁର ଥାନା ବୀରକିଶୋରପୁର ତୁଣ୍ଡି ସାହିର ସ୍ବଂୟ ଶୁଭମ ସେନାପତି (୨୨) । ସେ ପୁରୀ ଏସସିଏସ…
ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ନୀଳମଣି…
ପାହାଡ ନିଲାମକୁ ନେଇ ରାଜନୈତିକ ଷଡଯନ୍ତ୍ର
ଖୋର୍ଦ୍ଧା ରୁ (ଶେକ ଜାଫର ): ଖୋର୍ଦ୍ଧା,୨୧ା୭: ଖୋର୍ଦ୍ଧା ଅଂଚଳରେ ମହାପ୍ରଭୁ ଜଗନ୍ନାଥଙ୍କ ଏକାଧିକ କଳା ମୁଗୁନି ପଥର ପାହାଡ ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କରୁଥିବା ବେଳେ ବର୍ତମାନ ଏହା ଖଣି ବିଭାଗ ଅଧିନରେ ରହିଛି। ତେବେ ଖୋର୍ଦ୍ଧା ତାପଙ୍ଗ ଓ…
ଜୟପାଟଣା ବ୍ଲକ ଯାଦବ ସମିତି ପୁନଃର୍ଗଠିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଜୟପାଟଣା ବ୍ଲକ ଯାଦବ ସମିତି ପୁନଃଗଠନ ନେଇ ଏକ ବୈଠକ ସଭାପତି ସତ୍ରୁଘନ ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପି.ଆର. ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟିରୁ ଶଙ୍କର ପ୍ରଶାଦ ଜୁଏଡ ଓ…