ପଦ୍ମପୁର:- ଦୁବୁର୍ଲାବାହଲ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ଧନଞ୍ଜୟ ମହାପାତ୍ର (ରିଙ୍କୁ)ନିଜ ପୁଅ ସଙ୍ଗେ ପଦ୍ମପୁର ରୁ ବିଜେପୁର ବାଇକ ରେ ଯାଉଥିବା ସମୟରେ ଦୁବୁର୍ଲାବାହଲ ଠାରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ବିଧବା ମା, ପତ୍ନୀ ପିଙ୍କି,ଓ ଦୁଇ ପୁଅ ଅଛନ୍ତି। ତାଙ୍କ ଗାଁ ଡ଼ଙ୍ଗାଘାଟ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ପୁଅ ମୁଖାଗ୍ନି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post