ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ନିକଟରେ ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର। ସୂଚନା ଅନୁଯାଇ ଲରିଆ ବାହାଲ ଗ୍ରାମର ନାରାୟଣ ଜାଲ( ୫୫) ସାଇକେଲ ଯୋଗେ ଡୁଙ୍ଗୁରିପାଲି ରୁ ନିଜ ଘରକୁ ଫେରୁଥିବା ବେଳେ ଶିଶୁ ମନ୍ଦିର…

ଝ‌lରପୋଖରିଆ ଅଞ୍ଚଳ ରେ ସୋସିଆଲ ମିଡ଼ିଆ ଫେକ ଆଇ ଡି: ଠିକ୍ ଭାବରେ ତଦନ୍ତ ହୋଉ ନଥିବା ଅଭିଯୋଗ କଲେ ପରିବାର ।

ଅଭିଯୁକ୍ତ ଅଶ୍ଳୀଳ ଭାଷା ପ୍ରୟୋଗ ଏବଂ ଜଣେ ନାରୀ ର ଚରିତ୍ର ସଂହାର କରି ଲେଖିବା ଅଭିଯୋଗ ରେ ୪୦ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରି ହାଜତ ଚାଲାଣ ।  ବାରିପଦା :: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଅଞ୍ଚଳରେ ଘୁରି ବୁଲୁଥିଲା ସୋସିଆଲ ମିଡ଼ିଆ ରେ ତିଆରି ହୋଇଥିବା ଖବର…

ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ ସତ୍ୟନାରାୟଣ ସୁବୁଦ୍ଧି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ…

ଶିକ୍ଷା ଓ ଦକ୍ଷତା ବିକାଶ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ‘ୟଶସ୍ୱୀ’ କାର୍ଯ୍ୟକ୍ରମର…

ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ୫୦୦୦ରୁ ଅଧିକ ବାଳିକା ଓ ମହିଳା ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ତାଲିମ ପାଇଁ ଆର୍ଥିକ ସହାୟତା ପାଇ ପାରିବେ ଭୁବନେଶ୍ୱର, ୫/୮/୨୫: ସାମାଜିକ-ଅର୍ଥନୈତିକ ଦୁର୍ବଳ ବର୍ଗର ବାଳିକା ଓ ମହିଳାଙ୍କ ସଶକ୍ତୀକରଣ ପାଇଁ ଜିନ୍ଦଲ ଷ୍ଟିଲର…

ଡ଼କାୟତ ଗ୍ୟାଙ୍ଗ୍ କୁ କାବୁ କରି ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କଲା ବେଲଗୁଣ୍ଠା ପୋଲିସ୍

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରରେ ବଡ଼ ଧରଣର ଡ଼କାୟତି ପାଇଁ ଚାଲିଥିଲା ଯୋଜନା I ଡକାୟତ ଗ୍ୟାଙ୍ଗ୍ କାଜୁ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଥିଲେ ବଡ଼ ଧରଣର ଲୁଟ୍ ପାଇଁ I କିନ୍ତୁ ଡ଼କାୟତ ଗ୍ୟାଙ୍ଗ୍ ନିକଟରେ ପୋଲିସ୍ ପହଞ୍ଚି ଯିବା ପରେ…

କଦଳିପାଲ ଉନ୍ନୀତ ହାଇସ୍କୁଲରେ ଶିକ୍ଷକ ଅଭାବ: ଏନଏଚ ୫୩କୁ ଛାତ୍ର ଛାତ୍ରୀଙ୍କ ଅବରୋଧ

 ୭ ଦିନ ଭିତରେ ଦିଆଯିବ ୨ ଜଣ ଶିକ୍ଷକ, ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ହଟିଲା ଅବରୋଧ  ଜମନକିରା,୫/୮( ): ଜମନକିରା ବ୍ଲକ୍ କୁଲୁଣ୍ଡି ପଂଚାୟତ ଅନ୍ତର୍ଗତ କଦଳିପାଲ ଉନ୍ନୀତ ହାଇସ୍କୁଲରେ ଘୋର୍ ଶିକ୍ଷକ ଅଭାବ ରହିଛି। ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତି ରାଜ…

-ସ୍ବର୍ଗତ ରାଣୀ ସାହେଵାଙ୍କ ୮୮ତମ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜିତ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା):  ରକ୍ତଦାନ, ମହତ୍ ଦାନ , ଏହାକୁ ଆଧାରକରି ସ୍ବର୍ଗତ ରାଣୀ ସାହେଵାଙ୍କ ୮୮ତମ ଜନ୍ମଜୟନ୍ତୀ ଅଵସରରେ,ଖଲ୍ଲିକୋଟ ଯୁବରାଜ ବଙ୍ଗଳା ସ୍ଥିତ କେ ସି ପବ୍ଲିକ୍ ସ୍କୁଲ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ରୁ ରକ୍ତଭଣ୍ଡାରର…

“ଗୋପାଳପୁରରେ ଖଣିମନ୍ତ୍ରୀଙ୍କ ପୁତୁରାର ଆତଙ୍କରାଜ”

ଶାସକ ଦଳ ପ୍ରୋତ୍ସାହନରେ ଗଂଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି: ବିଜେଡି ଓକିଲଙ୍କ ପରିବାର ଉପରେ ବର୍ବୋରଚିତ ଆକ୍ରମଣ ବସ୍ରୁ ଭିଡିଆଣି ସ୍କୃଡ୍ରାଇଭରରେ ପେଟକୁ ଭୁଶିଲେ ୮ଦିନ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ ଭୁୁବନେଶ୍ୱର, ୦୫/୦୮/୨୦୨୫:…

ଗ୍ରାମୀଣ ଓଡ଼ିଶାରେ ଉନ୍ନତ ବିଜୁଳି ବ୍ୟବସ୍ଥା ପାଇଁ ଟିପିଏସ୍ଓଡିଏଲର ଡ୍ରୋନ୍ ପଦକ୍ଷେପ

ରାୟଗଡ଼ା ଏବଂ ଜୟପୁର ସର୍କଲର ପ୍ରାୟ ୩୧୦୦୦ ବର୍ଗ କିମି ବ୍ୟାପ୍ତ ଅଞ୍ଚଳରେ ଡ୍ରୋନ୍ ଆଧାରିତ ସର୍ଭେ ମାଳ ଅଞ୍ଚଳରେ ୩୩ କେଭି, ୧୧ କେଭି ଫିଡର, ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ ଇତ୍ୟାଦି ଭିତ୍ତିଭୂମିର ରିଅଲ ଟାଇମ୍ ମନିଟରିଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ୱରିତ ତ୍ରୁଟି…

ଟାଟା ପାୱାରର ଟିକସ ପରବର୍ତୀ ଲାଭ ୧୨୬୨ କୋଟି ଟଙ୍କା

ଓଡ଼ିଶା ଡିସକମର ପିଏଟି ୧୫୬% ବୃଦ୍ଧି ପାଇ ୧୦୫ କୋଟି ଟଙ୍କା ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ୨୦୨୫-୨୬ ଆର୍ଥôକ ବର୍ଷ ପ୍ରଥମ ତ୍ରୈମାସିକର ବ୍ୟବସାୟ ଫଳାଫଳ ଘୋଷଣା କରାଯାଇଛି । କମ୍ପାନି ୬ ପ୍ରତିଶତ ବୃଦ୍ଧି ସହ ୧୨୬୨ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ (ପିଏଟି) ହାସଲ କରିଛି । ରାଜସ୍ୱ…